ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେବେ ନିର୍ବାଚନରେ ଭୋଟ୍ ଦେବାକୁ ସରକାରୀ କର୍ମଚାରୀଙ୍କୁ ୩ ଦିନ ଛୁଟି ମିଳିବ। ଭୋଟ୍ ପୂବଦିନ, ଭୋଟ୍ ଦିନ ଏବଂ ଭୋଟ୍ ପରଦିନ ଛୁଟି ମିଳିବା ନେଇ ସୂଚନା ରହିଛି।