Posted inଫୁରସତ

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ) ଥିବା ସହିତ ୯ଟି ମସ୍ତିଷ୍କ ରହିଛି। ଅକ୍ଟୋପସ୍‌ ହେଉଛି ବିଶ୍ୱର ଏକମାତ୍ର ଜୀବ ଯାହା ପାଖରେ ଏସବୁ ଅଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଅକ୍ଟୋପସ୍‌ର ୩ଟି ହୃତ୍‌ପିଣ୍ଡ ଅଲଗା ଅଲଗା ରହିଥାଏ। ତା’ର ଗୋଟିଏ ହୃଦୟକୁ ସିଷ୍ଟେମିକ୍‌ କୁହାଯାଏ। ଯାହା ଶରୀରରେ ରକ୍ତ ଜରିଆରେ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରେ। ଅନ୍ୟ ଦୁଇଟିକୁ ବ୍ରାଞ୍ଚିୟାଲ କୁହାଯାଏ। ଯାହା ଶରୀରରୁ ରକ୍ତ ସଂଗ୍ରହ କରି ତାକୁ ସଫା କରିଥାଏ। ଏହି ପ୍ରକ୍ରିୟାରେ ଅକ୍ଟୋପସ୍‌ ଶରୀରରେ ପୁନଃ ରକ୍ତ ସଞ୍ଚାଳିତ ହୁଏ। ରକ୍ତ କୋଷିକାରେ ପ୍ରୋଟିନ ରହିବା କାରଣରୁ ସେମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ଏମାନଙ୍କ ପାଖରେ ୯ଟି ମସ୍ତିଷ୍କ ରହିଛି। ଏଥି ମଧ୍ୟରୁ ଗୋଟି ମୁଖ୍ୟ ହୋଇଥିବାବେଳେ ଅନ୍ୟ ୮ଟି ସହାୟକ ମସ୍ତିଷ୍କ ହୋଇଥାଏ। ଏହି ୮ଟି ମସ୍ତିଷ୍କ ତାଙ୍କ ଗୋଡ଼ରେ ରହିଥାଏ। ଅକ୍ଟୋପସ୍‌ ତା’ ଗୋଡ଼ ସଞ୍ଚାଳନ ଏହି ୮ଟି ମସ୍ତିଷ୍କ ଜରିଆରେ କରିଥାଏ। ରିପୋର୍ଟ ମୁତାବକ, ଏମାନେ ଗଭୀର ସମୁଦ୍ରରେ ରହିଥାନ୍ତି। ସମସ୍ତ ରଙ୍ଗକୁ ଠିକ୍‌ରେ ଏମାନେ ଚିହ୍ନଟ କରିପାରନ୍ତିନି। ହେଲେ ସେମାନଙ୍କ ଆଖପାଖରେ ଯଦି କିଛି ବିପଦ ଥାଏ, ତାହାକୁ ସେ ୦.୩ ସେକେଣ୍ଡରୁ ବି କମ୍‌ ସମୟରେ ଜାଣି ପାରି ନିଜ ଶରୀରର ରଙ୍ଗ ବଦଳାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

New Year Party ସମୟରେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଜେଲ

ନୂଆଦିଲ୍ଲୀ,୨୭।୧୨: ନୂଆ ବର୍ଷ ଆସିବ ବୋଲି ଏବେଠାରୁ ଦିନ ଗଣା ଆରମ୍ଭ ହେଲାଣି ଏବଂ ଲୋକମାନେ ମଧ୍ୟ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷରେ,...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri