ଟିକା ନ ନେଲେ ୩ ଲକ୍ଷ ଜରିମାନା

ଅଷ୍ଟ୍ରିୟା,୧୦ା୧୨: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଏପରିସ୍ଥିତିରେ ଅଷ୍ଟ୍ରିୟାର ଅଧିକାଂଶ ଲୋକ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଏବଂ ଟିକାକରଣ ଏକମାତ୍ର ବିକଳ୍ପ। ଅଷ୍ଟ୍ରିୟାରେ ୧୪ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚିକାକରଣ ବାଧ୍ୟତାମୂଳକ କରାଯାଇଛି। ଟିକା ନେବାକୁ ମନା କଲେ ୩ ଲକ୍ଷ ଟଙ୍କା ଜରିମାନା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓ୍ବଲଫ୍‌ଗାଙ୍ଗ୍‌ କହିଛନ୍ତି। କେବଳ ଗର୍ଭବତୀ ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା କାରଣରୁ ଟିକା ନେଇ ନ ଥିବା ବ୍ୟକ୍ତିମାନଙ୍କଠାରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟ ନାଡେଲାଙ୍କ ନିଦ ହଜାଇଲା ଚାଇନା! କମିଲା ମାଇକ୍ରୋସଫ୍ଟ ସିଇଓଙ୍କ ରୋଜଗାର

ଓ୍ବାଶିଂଟନ,୩୧।୧୦: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଦରମା ୨୦୨୪ ଆର୍ଥିକ ବର୍ଷ ପାଇଁ ୬୩% ବୃଦ୍ଧି ପାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC)...

ଟ୍ରମ୍ପଙ୍କ ମାଷ୍ଟରଷ୍ଟ୍ରୋକ୍: ଅଳିଆ ଗାଡ଼ି ଧରି କଲେ ପ୍ରଚାର

ନୂଆଦିଲ୍ଲୀ,୩୧ା୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ଗୋଟିଏ ସପ୍ତାହ ବାକି ଅଛି। ବିଜୟ ପାଇଁ ରପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ପ୍ରାର୍ଥୀ...

ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର...

ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ...

ପଛକୁ ଫେରିଲେ ଉଭୟ ଦେଶର ସେନା: ଗୁରୁବାର ପରସ୍ପର ମିଠା ଖାଇ ବଢ଼ାଇବେ ବନ୍ଧୁତା

ନୂଆଦିଲ୍ଲୀ,୩୦।୧୦: ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଭାରତ ଓ ଚାଇନାର ସେନା ଲଦାଖର ଦେପସାଙ୍ଗ ଏବଂ ଡେମଚୋକ ସୀମା(ଲାଇନ ଅଫ କଣ୍ଟ୍ରୋଲ)ରେ ପଛକୁ ଫେରିବା କାର୍ଯ୍ୟ...

ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ 

ଇସଲାମାବାଦ୍,୩୦/୧୦:ପାକିସ୍ତାନ ଆଜିକାଲି ରୁଷିଆ ସହ ନିଜର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିପଡିଛି । ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନଙ୍କ ନେତୃତ୍ୱରେ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri