ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା

ମୁମ୍ବାଇ,୬।୩: ଆପଣଙ୍କର ପୁରୁଣା ଟଙ୍କା ବ୍ୟାଙ୍କରେ ଅଟକି ଯାଇଛି କି …? ଯଦି ଏହିପରି କିଛି ଅଛି, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କାକୁ ସହଜରେ ଆଣିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନେକ ଥର ଏଭଳି ଘଡିଛି ଯେ ଆମର ଜେଜେବାପା କିମ୍ବା ଅନ୍ୟ କାହାର ପୁରୁଣା ଆକାଉଣ୍ଟ ଅଛି, ଆଉ ବର୍ଷ ବର୍ଷ ଧରି କାରବାର ନ କରିବା ହେତୁ କିମ୍ବା ଅନ୍ୟ କୌଣସି ଯୋଗୁ ଏଥିରେ ଥିବା ଟଙ୍କାକୁ ଆଣିପାରନ୍ତିନି।

ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ପୋର୍ଟାଲ କରାଯାଇଛି। ଯାହା ମାଧ୍ୟମରେ ଆପଣ ପୁରୁଣା ଜମା ଟଙ୍କା ଉଠାଇପାରିବେ। ଆରବିଆଇ ପକ୍ଷରୁ ୩୦ ଟି ବ୍ୟାଙ୍କର ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରୁ ଆପଣ ଟଙ୍କା ଉଠାଇ ପାରିବେ।

ରିଜର୍ଭ ବ୍ୟାଙ୍କ କହିଛି, ୟୁଡିଜିଏଏମ୍‌ ପୋର୍ଟାଲ ଜରିଆରେ ୩୦ ବ୍ୟାଙ୍କ ଲୋକଙ୍କୁ ସେମାନଙ୍କର ଜମା ଟଙ୍କା ଉଠାଇବା ପାଇଁ ସୁବିଧା ଯୋଗାଉଛନ୍ତି। ବର୍ତ୍ତମାନ ଏଥିରେ ୩୦ଟି ବ୍ୟାଙ୍କ ଅନ୍ତର୍ଭୂକ୍ତ କରାଯାଇଛି, ଖୁବ୍‌ଶୀଘ୍ର ଆରବିଆଇ ଏହି ପୋର୍ଟାଲରେ ଅନ୍ୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।

 

fallback


Enter your email to get our daily news in your inbox.

All Right Reserved By Dharitri.Com

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

ଇଭି ଗାଡ଼ି ମାଲିକମାନଙ୍କୁ ସବସିଡିରେ ମିଳିଛି ₹୨୩୨.୪୫ କୋଟି ଟଙ୍କା

ଭୁବନେଶ୍ୱର,୧୪ା୩: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି)...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ବୀମା ବଜାରରେ ପତଞ୍ଜଳି ଆୟୁର୍ବେଦର ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୩: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏବେ ବୀମା କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନୀ ମାଗ୍‌ମା ଜେନେରାଲ ଇନସୁରାନ୍ସର ଏକ ପ୍ରମୁଖ ଅଂଶଧନ...

୧୦ଟଙ୍କାରେ କିଣିଥିଲେ ଶେୟାର, ୩୭ବର୍ଷ ପରେ ମିଳିଲା କବାଡିରୁ, ବର୍ତ୍ତମାନର ଦାମ୍‌ ୧୨ଲକ୍ଷରୁ ଅଧିକ…

ଭାଗ୍ୟର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ଆପଣଙ୍କ ଭାଗ୍ୟ ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ଚଣ୍ଡିଗଡ଼ର ରତନ ଢିଲୋଙ୍କ ସହିତ ମଧ୍ୟ ସମାନ କିଛି ଘଟିଛି।...

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image