କପି କରି ଗୋଟିଏ କେନ୍ଦ୍ରରୁ ଧରାପଡ଼ିଲେ ୩୩ ଛାତ୍ରୀଛାତ୍ର

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଦାରା ପରିଚାଳିତ ହାଇସ୍କୁଲର ରାଇସୁଆଁ କେନ୍ଦ୍ରରେ ସ୍ବତନ୍ତ୍ର ସ୍କ୍ବାଡ(୧୬ ନଂ) ଚଢ଼ାଉ କରି ୩୩ ଜଣ କପି କରୁଥିବା ବେଳେ ଧରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡକ୍ଟର ଅକ୍ଷୟ କୁମାର ରଣା ଓ ଡକ୍ଟର ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍କ୍ବାଡ ଶନିବାର ଚଢ଼ାଉ କରିଥିଲେ। ସ୍ବଚ୍ଛ ପରୀକ୍ଷା ପାଇଁ କେନ୍ଦ୍ରର ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କୁ ବଦଳାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାବିଭାଗକୁ ଜଣାଇଛନ୍ତି ବୋଲି ଡକ୍ଟର ରଣା କହିଛନ୍ତି। ଉକ୍ତ କେନ୍ଦ୍ର ଦାୟିତ୍ୱରେ ଅନ୍ୟ ଜଣେ ନିଯୁକ୍ତି ଦେବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ ଅଧକ୍ଷା ସୁକାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ: ହାଇକୋର୍ଟ ନିର୍ଦ୍ଦେଶରେ ଫଳାଫଳ ସଂରକ୍ଷିତ

ପାଟଣା,୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଶନିବାର ଅନାସ୍ଥା ପ୍ରସ୍ତାବ ବ୍ଲକ ସଭାଗୃହରେ ଆଗତ...

ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଅଲଣାପଦାରେ ଭାରତ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷାଜଳ...

ରେଳପଥରେ ଫାଟିଲା ଟ୍ରାନ୍ସଫର୍ମର, ୨ ଶ୍ରମିକ ପୋଡ଼ି ଗୁରୁତର

ତିହିଡ଼ି,୪ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରଲାପଥର ଗୁରୁଦାସପୁର ରେଳପଥରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟିଯିବା ଫଳରେ ନିଆଁରେ ପୋଡ଼ିଯାଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି l...

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ସର୍ବନିମ୍ନ ତାପମାତ୍ରା…

ଜି.ଉଦୟଗିରି,୪ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ସହର କ୍ରମାଗତ ୪ଦିନ ଧରି ରାଜ୍ୟର ସବୁବେଳେ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଶନିବାର ସର୍ବନିମ୍ନ ତାପମାତ୍ରା...

କଲରା ପତରିଆ ହାବୁଡ଼ରେ ପଡ଼ିଲା ୨୦ରୁ ଊର୍ଦ୍ଧ୍ୱ ମେଣ୍ଢା: ୧୧ ମୃତ ୧୦ରୁ ଅଧିକ ଗୁରୁତର

ନୂଆପଡ଼ା,୪।୧(ମକାରୁ ବେମାଲ): ପୁଣି ନୂଆପଡ଼ା ଜିଲାରେ ବାଘ ଆତଙ୍କ। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ବାଗବାହାଳ ଭୋଇ ପଡ଼ାରେ କଲରା ପତରିଆ ବାଘ ଆତଙ୍କ...

ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ

ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ...

ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ଅଘଟଣ ଘଟିଛି। ଲୁଟ୍‌ ପାଇଁ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ...

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର ୪/୧: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri