ରାଉରକେଲା ଅଫିସ,୨୮।୩: ରାଉରକେଲାସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍ଆଇଟି)ରୁ ରବିବାର ୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରୁ ୩ ଜଣ ଆକ୍ରାନ୍ତ ହୋଇଥିଲେ। ଏହି ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଥିବା ଏନ୍ଆଇଟି ପକ୍ଷରୁ ସୂଚନା ଦିଆଯାଇଛି।