
ରାଉରକେଲା,୪।୪(ସଙ୍ଗୀତା ଜେନା): ରେଳବାଇ ସୁରକ୍ଷା ବଳ ଓ ରାଉରକେଲା ରେଳବାଇ ଷ୍ଟେଶନ ବାଣିଜି୍ୟକ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନ ୪ଟାରେ ଟ୍ରେନ ଗୁଡ଼ିକରେ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ଯାତ୍ରୀବାହୀ ଟ୍ରେନ୍ (ନଂ.୧୩୩୫୧)ରୁ ବେଆଇନ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ୪ ଭେଣ୍ଡରଙ୍କୁ ଗିରଫ କରି ମାମଲା ରୁଜୁ ହୋଇଛି।