ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ୨୮୯ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୨୦୩ ଲୋକାଲ କେସ୍ ରହିଛି। ସେହିଭଳି ୧୨୨ ପିଲା ସଂକ୍ରମିତ ହୋଇଥିବା ନେଇ ରବିବାର ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୬୩୦୮କୁ ବୃଦ୍ଧି ପାଇଛି।
Covid-19 Report For 19th Feb
New Positive Cases: 492
Of which 0-18 years: 122
In quarantine: 289
Local contacts: 203(Details of local contacts will be shared by concerned District)
1. Angul: 3
2. Balasore: 9
3. Bargarh: 1
4. Bhadrak: 9
5. Balangir: 2
6. Boudh: 3— I & PR Department, Odisha (@IPR_Odisha) February 20, 2022