ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ ତିଆରୀ ସାମଗ୍ରୀ ସହ ୫ଟି ବୋମା ଜବତ କରିଛି।