ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲା । ମାଲକାନଗିରି ଠାରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏମଭି ୩୭ ପୋଲ ଉପରେ ୫ ଫୁଟ ପାଣି ପ୍ରଭାହିତ ହେଉଥିବା ବେଳେ ପୋଟେରୂ ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।