ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୯ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୫ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୨୪ ଲୋକାଲ୍ କେସ୍ ରହିଛି। ଏହାଛଡ଼ା ୧୦ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ତଳେ ରହିଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୩,୩୫,୬୯୪କୁ ବୃଦ୍ଧି ପାଇଛି। ସେଥିରୁ ୧୩୨୫୯୫୮ ସୁସ୍ଥ ହୋଇ ସାରିଥିବା ବେଳେ ୪୮୧ ଆକ୍ଟିଭ୍ କେସ୍ ରହିଛି।
Covid-19 Report For 19th Oct
New Positive Cases: 59
Of which 0-18 years: 10
In quarantine: 35
Local contacts: 24(Details of local contacts will be shared by concerned District)
1. Bargarh: 1
2. Balangir: 4
3. Cuttack: 10
4. Deogarh: 1
5. Jagatsinghpur: 4
6. Jajpur: 3— I & PR Department, Odisha (@IPR_Odisha) October 20, 2022
7. Khurda: 5
8. Koraput: 5
9. Mayurbhanj: 1
10. Nawarangpur: 1
11. Nuapada: 1
12. Puri: 6
13. Sambalpur: 6
14. Sonepur: 1
15. Sundargarh: 9
16. State Pool: 1New recoveries: 85
Cumulative tested: 33751974
Positive: 1335694
Recovered: 1325958
Active cases: 481— I & PR Department, Odisha (@IPR_Odisha) October 20, 2022