Categories: ଜାତୀୟ

ଦଳିତଙ୍କ ଉପରେ ପରିସ୍ରା କରି ୬ ଗିରଫ

ତିରୁନେଲ୍‌ଭେଲି,୩ା୧୧:ତାମିଲନାଡୁର ତିରୁନେଲ୍‌ଭେଲି ଜିଲାରେ ୨ ଜଣ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଉଲଗ୍ନ କରାଇବା, ସେମାନଙ୍କ ଉପରେ ପରିସ୍ରା କରିବା ଓ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେଥିପାଇଁ ପଦକ୍ଷେପ ନେବାକୁ ଦଳଗୁଡ଼ିକ ଆହ୍ବାନ ଦେଇଛନ୍ତି।

Share