Posted inଜାତୀୟ

ଜଳାଶୟରୁ ମିଳିଲା ୬ ନାବାଳକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ରାଞ୍ଚି, ୧୭।୦୮: ଝାଡ଼ଖଣ୍ଡର ଦୁଇ ଜଲା ଗଢ଼ୱା ଏବଂ ରାମପୁରରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦେଓଘର ଏବଂ ଗଢ଼ୱା ଜିଲାର ଜଳାଶୟରୁ ୬ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସକାଳୁ ଦେଓଘରର ଏକ ଜଳାଶୟରେ ୩ ଜଣ ନାବାଳକ ବୁଡ଼ି ଯାଇଥିଲେ । ଏନେଇ ଏସ୍‌ଡିପିଓ ଋତ଼୍ବିକ୍‌ ଶ୍ରୀବାସ୍ତବ କହିଛନ୍ତି ଯେ, ସୋନାରାୟଥାରି ଥାନା ଅଞ୍ଚଳର ଡିଡିଓ ଗ୍ରାମର ଏକ ଜଳାଶୟରୁ ୮-୯ ବର୍ଷୀୟ ଏହି ନାବାଳକଙ୍କ ମୃତଦେହ ମିଳିଛି । ସେମାନେ ଗୁରୁବାର ଠାରୁ ନିଖୋଜ ଥିବା ସେମାନଙ୍କ ମାଆ-ବାପା କହିଛନ୍ତି । ସେମାନଙ୍କ ନିଖୋଜ ନେଇ ପୋଲିସ୍‌ ଥାନାରେ ଏଫ୍‌ଆଇଆର ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ଝାଡଖଣ୍ଡର ଗଢ଼ୱା ଜିଲାର ଏକ ଜଳାଶୟରୁ ଆଉ ତିନିଜଣ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ବଂଶୀଧର ନଗର ସବ-ଡିଭିଜନାଲ ପୋଲିସ ଅଧିକାରୀ ସତ୍ୟେନ୍ଦ୍ର ନାରାୟଣ ସିଂ କହିଛନ୍ତି ଯେ ବଂଶୀଧର ନଗର ପଞ୍ଚାୟତ ଅଞ୍ଚଳର ବାବନୀ ଖଣ୍ଡ ଡ୍ୟାମରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାରଠାରୁ ଏହି ତିନି ପିଲା ନିଖୋଜ ଥିଲେ। ସେମାନଙ୍କ ପରିବାର ଏହା ହତ୍ୟା ନେଇ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

LOC ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ, ୨ ଶ୍ରମିକ ମୃତ

ଶ୍ରୀନଗର,୨୪।୧୦: ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ...

‘ଦାନା’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ନିଖୋଜ ହେଲେ ୧୬ ମତ୍ସଜୀବୀ

କୋଲକାତା,୨୪।୧୦: ବାତ୍ୟା ‘ଦାନା’ ଆସିବା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଶମଶେରଗଞ୍ଜ ଏବଂ ଫରକ୍କା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।...

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା: ଏହି ଦିନ ସମ୍ଭାଳିବେ ପଦ

ନୂଆଦିଲ୍ଲୀ, ୨୪।୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି...

ଶରଦ ପାଓ୍ବାରଙ୍କ ଦଳ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଅଜିତଙ୍କ ସହ ଲଢିବାକୁ କାହାକୁ ମିଳିଲା ଟିକେଟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦଳ ପକ୍ଷରୁ ଦିଆଯାଇଥିବା ଘୋଷଣା ଅନୁଯାୟୀ...

ଖୁସି ହେଲେ ସରକାରୀ କର୍ମଚାରୀ, ୫୩ ପ୍ରତିଶତ ବଢିଲା DA

ଜୟପୁର,୨୪।୧୦: ଦୀପାବଳି ଏବଂ ଛଟ ପୂଜା ଭଳି ବଡ଼ ପର୍ବ ପାଖେଇ ଆସିଛି। ଏହି ସମୟରେ ପ୍ରତ୍ୟେକ ଘର ଆଜିକାଲି ପର୍ବ ପାଇଁ ପ୍ରସ୍ତୁତି ହେବାରେ...

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ, ବଦଳିଯିବ ଗତିପଥ! ପଶ୍ଚିମବଙ୍ଗରେ ୧ଲକ୍ଷ ଲୋକଙ୍କୁ ନିଆଗଲା ସୁରକ୍ଷିତ ସ୍ଥାନ

କୋଲକାତା,୨୪।୧୦: ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ...

କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା...

ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍‌ ରାଜଶେଖରା ରେଡ୍ଡୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri