ଜାନୁୟାରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ କରିଛନ୍ତି ଘରୋଇ ବିମାନ ଯାତ୍ରା: ଡିଜିସିଏ…

ନୂଆଦିଲ୍ଲୀ,୧୫।୬ : ଜାନୁଆରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ ଲୋକ ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଗତ ବର୍ଷ ୨୦୨୨ରେ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୬୭.୩୭ ଲକ୍ଷ ଥିଲା।

ପୂର୍ବ ବର୍ଷ ତୁଳନାରେ ଜାନୁଆରୀରୁ ମେ ମାସରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୩୬.୧୦ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି । ଏହା ମାସିକ ଭାବେ ୧୫.୨୪ ପ୍ରତିଶତଅଭିବୃଦ୍ଧି ପଞ୍ଜିକୃତ କରିଛି। ଏହି ସୂଚନା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ଅଂଶୀଦାର କରାଯାଇଛି ।

Share