୨୮ ଜିଲାକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ୨୯ ଜିଲାରୁ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାର ସର୍ବାଧିକ ୬୮୪ଜଣ ଥିବା ବେଳେ ଅନୁଗୋଳର ୨୫, ବାଲେଶ୍ୱରର ୧୩୮, ବରଗଡ଼ର ୧୨୪, ଭଦ୍ରକର ୪୦, ବଲାଙ୍ଗୀରର ୩୫, କଟକର ୩୩୭, ଦେବଗଡ଼ର ୨, ଢ଼େଙ୍କାନାଳର ୪୯, ଗଜପତିର ୯, ଗଞ୍ଜାମର ୨୧୬,ଜଗତସିଂହପୁରର ୬୬, ଯାଜପୁରର ୩୮, ଝାରସୁଗୁଡ଼ାର ୪୫, କଳାହାଣ୍ଡିର ୪୦, କନ୍ଧମାଳର ୬୦, କେନ୍ଦ୍ରାପଡ଼ାର ୪୪, କେନ୍ଦୁଝରର ୬୮, କୋରାପୁଟର ୧୨୦, ମାଲକାନଗିରିର ୪୯, ମୟୂରଭଞ୍ଜର ୨୯୨, ନବରଙ୍ଗପୁରର ୩୮, ନୟାଗଡ଼ର ୨୯, ନୂଆପଡ଼ାର ୭, ପୁରୀର ୧୧୮, ରାୟଗଡ଼ାର ୧୦୪, ସମ୍ବଲପୁରର ୧୦୨, ସୋନପୁରର ୪୪, ସୁନ୍ଦରଗଡ଼ର ୯୧ଜଣ ଆକ୍ରାନ୍ତ ଅଛନ୍ତି। ସଂକ୍ରମିତ ମାମଲାରେ ଖୋର୍ଦ୍ଧା ସବୁ ଜିଲାକୁ କାଟିଥିବା ସ୍ପଷ୍ଟ ହୋଇଛି।

Share