ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରୁ କରୋନା ନେଇଛି ଆଉ ୭ ମୁଣ୍ଡ। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୮୪ ବର୍ଷୀୟ ବୃଦ୍ଧ, ୬୪ ବର୍ଷୀୟ ବୃଦ୍ଧ, ୯୬ ବର୍ଷୀୟ ବୃଦ୍ଧ, ୭୯ ବର୍ଷୀୟ ବୃଦ୍ଧ ଥିବାବେଳେ ଗଞ୍ଜାମର ୪୫ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର ୫୨ ବର୍ଷୀୟ ମହିଳା, ସମ୍ବଲପୁରର ୧୯ ବର୍ଷୀୟ ଯୁବକ ଅଛନ୍ତି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
Details of cases confirmed as death due to Covid-19, after due completion of death audit process:
1.A 84 years old Male of Bhubaneswar.
2.A 64 years old Male of Bhubaneswar who was also suffering from Hypertension.
— H & FW Dept Odisha (@HFWOdisha) January 20, 2022