ସିକିମରେ ଫସିଛନ୍ତି ୭ ଓଡ଼ିଆ ପର୍ଯ୍ୟଟକ

ଭୁବନେଶ୍ୱର,୯।୧୦: ସିକିମ ବନ୍ୟାରେ ଫସିରହିଥିବା ପର୍ଯ୍ୟଟକଙ୍କ ସିକିିମ ସରକାର ଲିଷ୍ଟ ଜାରି କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୭ ଜଣ ପର୍ଯ୍ୟଟକ ଫସି ରହିଛନ୍ତି ।
ସୂଚନା ଜାରି କରାଯାଇଥିବା ଲିଷ୍ଟରେ ୮୨୧ରୁ ୮୨୭ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟକ ରହିଛନ୍ତି।
ତେବେ ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ସକିମ ସରକାରଙ୍କ ସହ ଯୋଗାଯୋଗ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

Share