Categories: ରାଜ୍ୟ

ସୁସ୍ଥ ହେଲେ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୩ : ଓଡ଼ିଶାରେ ଗୁରୁବାର ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୧, ବରଗଡ଼ ଓ ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରରୁ ୬, ସୁନ୍ଦରଗଡ଼ରୁ ୫, ଦେଓଗଡ଼ ଓ ଯାଜପୁରରୁ ୪, ଝାରୁସୁଗୁଡ଼ା ଓ ମୟୁରଭଞ୍ଜରୁ ୩, ବାଲେଶ୍ୱର ଓ ରାୟାଗଡ଼ାରୁ ୨, ଅନୁଗୁଳ, ଭଦ୍ରକ, ବୌଦ୍ଧ, କେନ୍ଦ୍ରପଡ଼ା, ପୁରୀ, ସୋନପୁରରୁ ୧ ଏବଂ ଷ୍ଟେଟ୍‌ ପୁଲରୁ ୨ ଜଣ ଆରୋଗ୍ୟ ଲାଭ କିରଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Share