Posted inଫୁରସତ

୭୮ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କୁ କରିଥିଲେ ବିବାହ, ୨୨ ଦିନ ପରେ ଘଟିଲା ଏଭଳି

ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ହାତ ଧରିଥିଲେ। ଏହି ବିବାହ ଖବର ଶିରୋନାମା ମଧ୍ୟ ପାଲଟିଥିଲା। ହେଲେ ମାତ୍ର ୨୨ ଦିନ ପରେ ବୃଦ୍ଧଜଣଙ୍କ ସ୍ତ୍ରୀଙ୍କ ଘରକୁ ତଲାକ୍‌ ନୋଟିସ ପଠାଇଦେଇଛନ୍ତି।

୭୮ ବର୍ଷୀୟ ଅବା ସରନା ନୋନି ନବୀତାଙ୍କୁ ସେଠାକାର ରୀତିନୀତି ଅନୁଯାୟୀ ନିକାହ୍‌ କରିଥିଲେ। ବିବାହ ପାଇଁ ୫୦ ହଜାର ଟଙ୍କା, ମୋଟରସାଇକେଲ, ଆଲମିରା ସହ ଅନ୍ୟ ସାମଗ୍ରୀ ଦିଆଯାଇଥିଲା। ହେଲେ ୨୨ ଦିନ ପରେ ହଠାତ ବୃଦ୍ଧ ଜଣଙ୍କ ନୋଟିସ ପଠାଇଦେଇଥିଲେ। ଏହାକୁ ଦେଖି ନୋନୀଙ୍କ ପରିବାରଲୋକେ ଚକିତ ହୋଇଯାଇଥିଲେ। କ’ଣ ପାଇଁ ସରନା ଏଭଳି ନିଷ୍ପତ୍ତି ନେଲେ ତାହା କେହି ଜାଣିପାରି ନ ଥିଲେ।

ନୋନୀଙ୍କ ଘରଲୋକଙ୍କ ଅନୁଯାୟୀ, ବୟସରେ ଅଧିକ ତାରତମ୍ୟ ଥିଲେ ହେଁ ବିବାହ ନେଇ କୌଣସି ସମସ୍ୟା ନ ଥିଲା। ସରନାଙ୍କ ପରିବାରଲୋକେ ଏହି କଥା ଉଠାଇଥିଲେ ହେଁ ପରେ ସବୁ ଶାନ୍ତ ପଡ଼ି ଯାଇଥିଲା। ଏପରିକି ବିବାହ ପୂର୍ବରୁ ନୋନୀ ଗର୍ଭବତୀ ଥିବା କୁହା ଯାଉଥିଲେ ହେଁ ତାଙ୍କ ଭଉଣୀ ଏହାକୁ ମିଥ୍ୟା ବୋଲି କହିଥିଲେ। ଏପରିସ୍ଥଳେ ବିବାହ ଭାଙ୍ଗିବା ନେଇ ନୋଟିସ୍‌ ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୋଲି କୁହନ୍ତି।

ଏହି ଖବର ଜଣାପଡ଼ିବା ପରେ ଉଭୟଙ୍କର ଏକାଧିକ ଫଟୋ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri