ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ ଥିବା କୁତୁଲ, ଫରସବେଡା, କୋଡତାମେଟା ଗାଁ ନିକଟ ଜଙ୍ଗଲରେ STF , DRG , ITBP ଯବାନମାନେ ମାଓବିରୋଧୀ ଅପେରଶନ କରୁଲେ। ଏଥିରେ ନାରାୟଣପୁର- କୋଣ୍ଡାଗାଁଓ- କାଙ୍କେର-ଦାନ୍ତେୱାଡା ଜିଲାର ଡିଆରଜି, ସ୍ବତନ୍ତ୍ର ସୁରକ୍ଷା ବଳ, ଓ ଆଇଟିବିପିର ଯବାନ ସାମିଲ ହୋଇଥିଲେ । ଶନିବାର ସକାଳୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜୋରଦାର ହୋଇଥିବାବେଳେ ୮ ନକ୍ସଲଙ୍କୁ ଧରାଶାୟୀ କରିଥିଲେ ଯବାନ । ହେଲେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲରେ ୩୦ ହଜାର ଏକର ଜଙ୍ଗଲ ଜମି

ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ...

ଆହୁରି ୨୪ ଘଣ୍ଟା ଜାରି ରହିବ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୫।୧୨: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା...

ଇସ୍ତଫା ନା ହଟାଯାଇଛି! ରଘୁବରଙ୍କ ଇସ୍ତଫାର ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୫।୧୨: ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ...

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ବିସ୍ଫୋରଣ ଯୋଜନା ପଣ୍ଡ, ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା

ଇମ୍ଫାଲ,୨୫।୧୨: ଭାରତୀୟ ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମଙ୍ଗଳବାର (୨୪ ଡିସେମ୍ବର ୨୦୨୪)ରେ ଚୁରାଚାନ୍ଦପୁର ଜିଲାର ଇମ୍ଫାଲ-ଚୁରାଚାନ୍ଦପୁର ରାସ୍ତାରେ ଥିବା ଏକ ବ୍ରିଜ...

ଅଲ୍ଲୁ ଅର୍ଜୁନ ପହଞ୍ଚିବା ପୂର୍ବରୁ ହିଁ ଭିଡ ହୋଇଥିଲା ଅସମ୍ଭାଳ, ଭାଙ୍ଗି ଯାଇଥିଲା ଗେଟ୍‌, ଆସିଲା ସିସିଟିଭି ଫୁଟେଜ

ଚେନ୍ନାଇ,୨୫।୧୨: ଡିସେମ୍ବର ୪ରେ ହାଇଦ୍ରାବାଦର ସାା ଥିଏଟରରେ ଘଟିଥିବା ଷ୍ଟାମ୍ପଡେଡର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ୧୪ସେକେଣ୍ଡର ଭିଡିଓରେ କୌଣସି ଶବ୍ଦ ବା...

‘ତାଙ୍କର ଭିଜନ ବିକଶିତ ଭାରତର ସଂକଳ୍ପରେ…’, ଭାରତ ରତ୍ନଙ୍କ ୧୦୦ ତମ ଜନ୍ମ ଜୟନ୍ତିରେ ମୋଦିଙ୍କ ବିଶେଷ ବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri