Advertisement
Categories: ଜାତୀୟ

ହସ୍ପିଟାଲରୁ ଆସି ମତଦାନ କଲେ ୮୦ ବର୍ଷୀୟା ବୃଦ୍ଧା

କଠୁଆ,୧୮।୪: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ବୃଦ୍ଧା ଯୋଗୀନ୍ଦେରୋ ଦେବୀ ଅସୁସ୍ଥତା ପାଇଁ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗୁରୁବାର ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ କରାଯାଉଥିବାରୁ ସେ ହୁଇଲ୍‌ ଚେୟାର ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିବା ସହ ନିଜର ଭୋଟ ଦେଇଛନ୍ତି। ଆଉ ଭୋଟ ଦେଇ ସେ ପୁଣିଥରେ ହସ୍ପିଟାଲ ଚାଲିଯାଇଛନ୍ତି।

Share