Posted inକଟକ

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଚୌଦ୍ୱାରରେ ସିଲ୍‌ ହେଲା ମଦ ଦୋକାନ

ଚୌଦ୍ୱାର,୮ା୫(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକ ଜିଲାର ଚୌଦ୍ୱାର ସହର ଗ୍ରୀନ ଜୋନରେ ଯାଉଛି। ଗତ ୪ ତାରିଖରେ କେନ୍ଦ୍ର ସରକାର ଗ୍ରୀନ ଜୋନ ଅଞ୍ଚଳରେ ମଦ ଦୋକାନ ଖୋଲିବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର ସହରରେ ଥିବା ମଦ ଦୋକାନ ଗୁଡିକ ସରକାରୀ କଟକଣା ତଥା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଲକ୍ଷ ରଖି ସମସ୍ତ ପ୍ର୍ରସ୍ତୁତି ଶେଷ କରିଥିଲେ। କେବଳ ବାକି ଥିଲା ପ୍ରଶାସନର ନିଷ୍ପତ୍ତିକୁ। ଶୁକ୍ରବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କୌଣସି ଜାଗାରେ ମଦ ଦୋକନ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ପରେ ଚୌଦ୍ୱାର ସହରରେ ୨ଟି ମଦ ଦୋକନକୁ ସିଲ କରାଯାଇଛି। ଏଥିସହିତ ଚୌଦ୍ୱାର, ଟାଙ୍ଗି ଓ ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୧୫ଟି ଦୋକାନକୁ ସିଲ କରାଯିବ ବୋଲି ଚୌଦ୍ୱାର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସ୍ବାତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ...

୨୩ରେ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା

କଟକ,୧୬ା୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନ୍‌ଆର୍‌ଟିଏସ୍‌) ପରୀକ୍ଷା ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ୩୩୪...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା: ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଟାଣିନେଲେ ପ୍ରଥମ ସ୍ତ୍ରୀ

କଟକ,୧୫।୧୦: କଟକ ଜିଲା ବାଙ୍କୀ କୋର୍ଟ ଆଗରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି...

ଦର୍ପଣ ଭାଙ୍ଗୁଥିବା ମାଙ୍କଡ଼ ଧରାପଡ଼ିଲା: ଗ୍ରାମବାସୀ ଆଶ୍ୱସ୍ତ

କଣ୍ଟାପଡ଼ା,୧୩।୧୦(ସୁରନାରାୟଣ ସାହୁ): ଗତ କିଛି ଦିନହେଲା କଟକ ଜିଲା ବାଗଲପୁର ପଞ୍ଚାୟତର କୁଅଁରପୁର  ଗ୍ରାମରେ ଉତ୍ପାତ  କରୁଥିବା ଏକ ଅଣ୍ଡିରା ମାଙ୍କଡ ଧରାପଡିଛି। ରବିବାର କଟକ...

ଆଜି ରାବଣପୋଡ: କଟକରେ ପଡ଼ିବ ଫିକା

କଟକ,୧୩।୧୦: ଆଜି ରାବଣପୋଡି, ଶନିବାର କେତେକ ସ୍ତାନରେ ରାବଣପୋଡ଼ି ପାଳିତ ହୋଇଯାଇଥିବା ବେଳେ ରବିବାର ଅନ୍ୟ କେତେକସ୍ତାନରେ ରବଣ ପୋଡ଼ି ହେବ। ତେବେ ଚଳିତ ବର୍ଷ...

ମା’ଙ୍କୁ ଭୋଗ ହେବ ୬ କୁଇଣ୍ଟାଲ ମାଛ

କଟକ,୧୨।୧୦: ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ...

କଟକରେ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦହିବରା ଆଳୁଦମ୍‌ର ନେବେ ମଜା

କଟକ,୧୨ା୧୦: ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ପୂଜାମଣ୍ଡପ ବୁଲୁଛନ୍ତି। କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri