Posted inଫୁରସତ

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ଜଣେ ଲେଖକଙ୍କ କାହାଣୀଙ୍କୁ କେହି କପି କରୁଥିଲେ ଏହାକୁ କେମିତି ରୋକାଯାଇ ପାରିବ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ପ୍ରଥମେ କେଉଁ ଦେଶରେ ଲାଗୁ କରାଯାଇଥିଲା କପିରାଇଟ୍‌ ଆକ୍ଟ:

୧୭୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କପିରାଇଟ୍‌ ଆକ୍ଟ ଲାଗୁ କରାଯାଇଥିଲା। ସେହି ମସିହା ଜୁନ୍‌ ୯ରେ ପ୍ରଥମେ ଯେଉଁ ବହିର କପିରାଇଟ୍‌ କରାଯାଇଥିଲା ତାହାର ନାଁ ହେଲା ‘The Philadelphia Spelling Book’।

କପିରାଇଟ୍‌ କ’ଣ : ନିଜେ ଲେଖିଥିବା ପୁସ୍ତକର ମାଲିକ ହେଉଛନ୍ତି ଲେଖକ। ମାତ୍ର ଏହାକୁ ଯଦି କେହି ଚୋରି କରି ଅର୍ଥାତ କପି କରି ନିଏ ତେବେ କପିରାଇଟ୍‌ ହୋଇଥିବା କୁହାଯାଏ। ଏହାକୁ ସୁରକ୍ଷିତ ରଖିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଭାରତରେ ଏହି ଆକ୍ଟ ୧୯୫୭ରେ ଲାଗୁ କରାଯାଇଛି। ଏହି ଆକ୍ଟ ୬୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହେ। ଲେଖକଙ୍କ ମୃତ୍ୟୁ ହେବାର ୬୦ ବର୍ଷ ପର୍ଯ୍ୟନ୍ତ ଏହି ଆକ୍ଟ ବୈଧ ଥାଏ। ଫଳରେ ଲେଖକ ଲେଖିଥିବା ପୁସ୍ତକ ଉପରେ ହକ୍‌ ରହିଥାଏ।

ନିଜ ଲେଖାକୁ କେମିତି କରିବେ କପିରାଇଟ୍‌ : ସରକାର କପିରାଇଟ୍‌ ସମ୍ବନ୍ଧିତ ଏକ ସାଇଟ୍‌ http://copyright.gov.in କୁ ଯାଇ ଏଥିରେ ଆବେଦନ କରିପାରିବେ।

କପିରାଇଟ୍‌ ରେଜିଷ୍ଟ୍ରେସନ ପାଇଁ ୯୦୪ ଫର୍ମ ପୂରଣ କରାଯାଏ।

ଆବେଦନ ସହିତ ଦେବାକୁ ପଡ଼ିଥାଏ ଏହି କାଗଜପତ୍ର :

ଅଭିଯୋଗର ପ୍ରମାଣପତ୍ର

ଲେଖାର ତିନି କପି

ପ୍ରକାଶକଙ୍କଠାରୁ ଅଭିଯୋଗର ପ୍ରମାଣପତ୍ର

ପ୍ରକାଶକଙ୍କ ନାମ, ଠିକଣା ଏବଂ ନାଗରିକତା

ପ୍ରକାଶଥାଉ କି, ଏପି୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ଏହିଦିନ ଉଇଲୟମ ସେକ୍ସପିଅରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଜନ୍ମଦିବସକୁ ବିଶ୍ୱ କପିରାଇଟ୍‌ ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri