Posted inଫୁରସତ

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା ନେଉଛନ୍ତି। ମାତ୍ର ଆପଣ ଜାଣନ୍ତି କି ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ ଗୁଗଲ୍‌ରେ ସର୍ଚ୍ଚ କଲେ ଜେଲ୍‌ ଯିବାକୁ ପଡ଼ିବ ବୋଲି। ଖାଲି ଏତିକି ନୁହେଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଜିକାଲି ହ୍ୟାକର୍ସମାନେ ଗୁଗଲ୍‌ରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ଯଦି ଆପଣ ବ୍ୟାଙ୍କିଙ୍ଗ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି ତେବେ ଏହା ଦ୍ୱାରା ଅସୁବିଧାରେ ପଡ଼ିବେ। କେବେ ବି ଗୁଗଲ୍‌ରେ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ବ୍ୟତୀତର ନିଜର ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବହୁତ ହାନିକାରକ। ଗୋଟିଏ କଥା ମନେ ରଖିବେ ଗୁଗଲ୍‌ରେ କେବେ ବମ୍‌ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରିବେ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଜେଲ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉଛି କି କଳହ ? ଜାଣନ୍ତୁ କିପରି କରିବେ ଏହି ସମସ୍ୟାର ସମାଧାନ

ବିବାହ ପରେ କେତେକ ସ୍ବାମୀ ସ୍ତ୍ରୀ ସୁରୁଖୁରୁରେ ଜୀବନଯାପନ ନ କରି ପରସ୍ପର ମଧ୍ୟରେ କଳହ କରୁଛନ୍ତି।  ଏପରି ସମସ୍ୟାରୂ ନିଜକୁ ଦୂରେଇ ରଖିବାକୁ ଚାଣକ୍ୟ...

ଗଭୀର ନଦୀରେ ବିୟର ବୋତଲ ଖୋଲି ଦେଲା କୁମ୍ଭୀର, ପୂରା ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି...

ପ୍ରଥମ ଦେଖାରେ ପଡ଼ିଥିଲେ ପ୍ରେମରେ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ସ୍ମୃତିକୁ ମନେ ପକାଇ କାନ୍ଦିଲେ ଶହୀଦ ଅଂଶୁମାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୬ା୭: ସେନା ମେଡିକାଲ କୋର୍‌ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି...

ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ…ଶେଷ ହେବ ବିଶ୍ୱ…ବାବା ଭେଙ୍ଗାଙ୍କ ନୂଆ ଭବିଷ୍ୟବାଣୀ

ସୋଫିଆ,୬।୭: ସଠିକ ଭବିଷ୍ୟବାଣୀ ଦେବାକୁ ନେଇ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗା (ବାଲକାନ)ଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ସେଥିମଧ୍ୟରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର...

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁ ମହିଳା, Video ଦେଖିଲେ କହିବେ ବାଃ…

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁର ମହିଳା। ଖୁସ ହସିବା ସହ ପ୍ରତିଟି ମୂହୁର୍ତ୍ତକୁ ଭରପୂର ଉପଭୋଗ ବି କଲେ। କିଛି ଏଭଳି ଭିଡିଓ ଏବେ...

ସମ୍ପର୍କକୁ ସୁଦୃଢ କରେ କ୍ଷମା

ଜୁଲାଇ ୭ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଏ। ଏହି ଦିବସ ଲୋକମାନଙ୍କୁ ସେମାନଙ୍କର ସମ୍ପର୍କକୁ ସୁସ୍ଥ କରିବାର ସୁଯୋଗ ଦେଇଥାଏ। ସମସ୍ତ ପୁରୁଣା ଦ୍ୱନ୍ଦ୍ୱ...

ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…

ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର...

ଭୋଲେ ବାବା କ’ଣ ଖାଆନ୍ତି, କ’ଣ ତାଙ୍କର ରହିଛି ଚମତ୍କାରିତା ଗୋଟି ଗୋଟି କରି କହିଲେ ଏହି ସେବକ, ଜାଣିଲେ…

ହାଥରସ୍‌,୪ା୭: ଉତ୍ତରପ୍ରଦେଶର ହାଥରସ୍‌ରେ ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ବାବା ନାରାୟଣ ସାକାର ହରି ଛଦ୍ମନାମ ଭୋଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri