ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୬, ୨୦୨୨)

କାନ୍ଧରେ ଶିଶୁକୁ ଧରି କଟକ ଗଡ଼ଗଡ଼ିଆ ଘାଟ ମହାନଦୀରୁ ଜଳ ନେଇ ଶୈବ ପୀଠ କପିଳାସ ଅଭିମୁଖେ ଦମ୍ପତି

 

ସିଏମସି ପକ୍ଷରୁ କଟକ ନୟାବଜ଼ାରରୁ ପୋତାପୋଖରୀ ପର୍ଯ୍ୟନ୍ତ ଜବରଦଖଲ ଉଛେଦ

 

ଲଗାଣ ବର୍ଷାରେ କଟକର ବିଭିନ୍ନ ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ

 

କଟକ ସୁତାହାଟ ରାସ୍ତା ପାର୍ଶ୍ୱରେ ଉନ୍ମୁକ୍ତ ଥିବା ମୁଖ୍ୟ ଜଳ ଯୋଗାଣ ପାଇପରୁ ନିର୍ଗତ ହୋଇ ଅପଚୟ ହେଉଛି ଜଳ

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୃତ୍ୟ କରିବା ପୂର୍ବରୁ ଓଡ଼ିଶୀ ନର୍ତ୍ତକୀମାନେ ସଜବାଜ ହେଉଛନ୍ତି

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୬ତମ ଶ୍ରାଦ୍ଧଉତ୍ସବରେ କଳାକାରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

 

 

ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୬ତମ ଶ୍ରାଦ୍ଧଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବ୍ୟକ୍ତିବୃନ୍ଦ

 

ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା: ରସୁଲଗଡ଼ ଛକରେ ଛତା ଧରି ଯାଉଛନ୍ତି ଯୁବତୀ

 

 

ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀରେ ଭୁବନେଶ୍ୱର ରାଜଭବନ ଛକରେ ଥିବା ପ୍ରତିମୂର୍ତ୍ତିରେ ଲୋକସୂଚନା ଓ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୭ ସେପ୍ଟେମ୍ବର, ୨୦୨୪ )

କଟକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା     ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ଗଣେଶ ପୂଜା       ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନର...

ଓଡ଼ିଶା: ଆଜିର ଫଟୋ (୫ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱରସ୍ଥିତ ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ...

ଓଡ଼ିଶା: ଆଜିର ଫଟୋ ( ୪ ସେପ୍ଟେମ୍ବର, ୨୦୨୪ )

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିବାଦରେ ପୂର୍ବତନ ଛାତ୍ରୀଛାତ୍ର ଆସୋସିଏସନ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଶାଲ ଶୋଭାଯାତ୍ରା  ...

ଓଡ଼ିଶା: ଆଜିର ଫଟୋ ( ୩ ସେପ୍ଟେମ୍ବର, ୨୦୨୪ )

ଜିକେସିଏମ ଓଡିଶୀ ଗବେଷଣା କେନ୍ଦ୍ରରେ ଦେବଦାସୀ ଅନୁଷ୍ଠାନ ପକ୍ଷରୁ ନୃତ୍ୟଞ୍ଜଳିରେ ଓଡିଶୀ ନୃତ୍ୟ ପରିବେଷଣ     କଟକ ବଡ ମେଡିକାଲ ଚକ୍ଷୁ ବିଭାଗ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ୨ ସେପ୍ଟେମ୍ବର, ୨୦୨୪ )

ଜିକେସିଏମରେ ଦେବଦାସୀ(ନୃତ୍ୟଞ୍ଜଳି)ର ୧୯ତମ ବାର୍ଷିକ ଉତ୍ସବ     ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ନୂଆ ଅଡିଟୋରିଉମ ପରିସରରେ ଡାକ୍ତରୀ ଛାତ୍ରଙ୍କ ପକ୍ଷରୁ ନିର୍ଭୟାକୁ...

ଓଡ଼ିଶା: ଆଜିର ଫଟୋ (୧ ସେପ୍ଟେମ୍ବର, ୨୦୨୪)

 ଆଗକୁ ଗଣେଶପୂଜା ୟୁନିଟ-୯ ରେ କାରିଗରମାନେ ଗଣେଶ ମୂର୍ତିରେ ରଙ୍ଗ ମାରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୩୧ ଅଗଷ୍ଟ, ୨୦୨୪ )

ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ବ୍ରହ୍ମପୁର     ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ

ଓଡ଼ିଶା: ଆଜିର ଫଟୋ ( ୨୮ ଅଗଷ୍ଟ, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାଶ୍ରମ ପକ୍ଷରୁ ୧୯ତମ ଗୁରୁ ଦକ୍ଷିଣା ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଟଙ୍କପାଣି ଅଂଚଳ ଜଳବନ୍ଦୀ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri