ଶୀତଦିନେ ଆଲର୍ଜି ସମସ୍ୟା

ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
ଘରେ ଥିବା ଆସବାବପତ୍ର ଝାଡ଼ୁଥିବା ସମୟରେ କାର୍ପେଟ, ଓ୍ବିଣ୍ଡୋ କିମ୍ବା ଥାକରୁ ଧୂଳି ଉଡି ଆଲର୍ଜି ହୋଇଥାଏ।
ଆମିଷ କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ।
ବିଷାକ୍ତ କୀଟ କାମୁଡ଼ିଲେ କିମ୍ବା ଫିମ୍ପି ଏବଂ ଶିଉଳି ଦ୍ୱାରା ଆଲର୍ଜି ହୋଇଥାଏ।
କେତେକ ମେଡିସିନ୍‌ ଗ୍ରହଣ କରିବା ଦ୍ୱାରା ମଧ୍ୟ ଆଲର୍ଜି ହୋଇଥାଏ।
ଲାଟେକ୍ସ ସାମଗ୍ରୀ ଯଥା ବେଲୁନ୍‌, ରବର, ଗ୍ଲୋଭ୍ସ କିମ୍ବା ପୋଷାକରେ ଥିବା ଇଲାଷ୍ଟିକ ଦ୍ୱାରା ମଧ୍ୟ ଏହି ସମସ୍ୟା ଉପୁଜିଥାଏ।
ମେଟାଲ୍‌ ସାମଗ୍ରୀ ବିଶେଷକରି ନିକେଲ୍‌, କୋବାଲଟ୍‌ ଏବଂ କ୍ରୋମେଟ୍‌ ବ୍ୟବହାର କରିବା ଦ୍ୱାରା ଆଲର୍ଜି ହୋଇଥାଏ।
ପ୍ରତିକାର:
ଫୁଲ ଦ୍ୱାରା ଆଲର୍ଜି ହେଉଥିଲେ ଫୁଲଗଛଠାରୁ ଦୂରେଇ ରୁହନ୍ତୁ। ଘରେ ଲାଗିଥିବା ଶିଉଳି କିମ୍ବା କୌଣସି ଜିନିଷରେ ଫିମ୍ପି ଲାଗିଥିଲେ ତାହାକୁ ଯଥାଶୀଘ୍ର ସଫା କରିଦିଅନ୍ତୁ। ସଫା କରିବା ସମୟରେ ତାହା ଯେପରି ନାକ, ପାଟି ଓ ଆଖି ସଂସ୍ପର୍ଶରେ ନ ଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଯଦି କୁକୁର, ବିଲେଇ କିମ୍ବା କୌଣସି ପଶୁପକ୍ଷୀଙ୍କୁ ପାଳୁଛନ୍ତି, ତେବେ ଆଲର୍ଜି ସମସ୍ୟା ଥିଲେ ସେମାନଙ୍କୁ କୋଳେଇ ଧରନ୍ତୁନି କିମ୍ବା ସେମାନଙ୍କ ପାଖରେ ଶୁଅନ୍ତୁନି। ସେମାନଙ୍କୁ ଧରିବା ପରେ ସାଙ୍ଗେ ସାଙ୍ଗେ ହାତକୁ ସାନିଟାଇଜ୍‌ କରିଦିଅନ୍ତୁ।
ଶୁଖିଲା କପଡ଼ାରେ ଧୂଳି ସଫା କଲେ ଅଧିକ ଉଡ଼ିଥାଏ ଏବଂ ନାକ, କାନରେ ପଶିଥାଏ। ତେଣୁ ଝାଡ଼ିବା ଲାଗି ଓଦା କପଡ଼ା ବ୍ୟବହାର କରନ୍ତୁ।
ସାଇନ୍‌ସ ସଂକ୍ରମଣ କିମ୍ବା କାନରେ ସଂକ୍ରମଣ ଲାଗି ରହୁଥିଲେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଗରମ ପାଣି ବ୍ୟବହାର କରି ନିତ୍ୟ ବ୍ୟବହାର୍ଯ୍ୟ କପଡ଼ାକୁ ସଫା କରନ୍ତୁ।
ନିୟମିତ ମାସ୍କ ବ୍ୟବହାର କରନ୍ତୁ।
ରାତିରେ କ୍ଷୀର ସହ ହଳଦୀ ମିଶାଇ ପିଅନ୍ତୁ, ଯଦ୍ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri