ଫଟୋ ଶେୟାର କରି ଅଦା ଶର୍ମା କହିଲେ ଏମିତି…

ମୁମ୍ବାଇ: ‘କେରଲା ଷ୍ଟୋରୀ’ ପରେ ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଭାରତୀୟ ସିନେମାରେ ଏକ ବଡ଼ ନାଁ ହୋଇପାରିଛନ୍ତି। ଏହି ଅଭିନେତ୍ରୀ କେବଳ ହିନ୍ଦୀରେ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଦୀର୍ଘବର୍ଷ ଧରି ସକ୍ରିୟ ରହିଆସିଛନ୍ତି। କିନ୍ତୁ ‘କେରଲା ଷ୍ଟୋରୀ’ ତାଙ୍କୁ ଏହି ଖ୍ୟାତି ଦେଇଥିଲା। ଯାହାକୁ ସେ ବୋଧହୁଏ ବହୁ ସମୟ ଅପେକ୍ଷା କରିଥିଲେ। ସମ୍ପ୍ରତି ଅଭିନେତ୍ରୀ ତାଙ୍କର କିଛି ନୂଆ ଫଟୋ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ସେ ‘କେରଲା ଷ୍ଟୋରୀ’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Ada Sharma age-2023-12-06c3ee8a9d8fc4148b21682b03f3655f

ନିକଟରେ ଅଦା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ରୋଚକ ଝଲକ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ କେରଳର ପାରମ୍ପାରିକ ରୂପରେ ଦେଖିବାକୁ ମିଳିଛି। ଫଟୋର ଏହି ଅଭିନେତ୍ରୀଙ୍କୁ କଥକକଳୀ ନୃତ୍ୟଶିଳ୍ପୀ ଭାବରେ ଦେଖିବାକୁ ମିଳିଛି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Ada Sharma photo-2023-12-98cfa47ed0d6153eb2d509671d293f34

ଫଟୋ ଶେୟାର କରି ସେ ‘କେରଲା ଷ୍ଟୋରୀ-୨’ ବିଷୟରେ କହିଛନ୍ତି। ଫଟୋଗୁଡ଼ିକରେ କ୍ୟାପ୍‌ଶନରେ ଅଭିନେତ୍ରୀ ଲେଖିଛନ୍ତି, ମୁଁ ଜାଣେ ନାହିଁ ‘କେରଲା ଷ୍ଟୋରୀ-୨’ କେବେ ମୁକ୍ତିଲାଭ କରିବ … ଏବଂ ମୁଁ ଜାଣେ ନାହିଁ ଯେ #TheKeralaStory ଓଟିଟିରେ କେବେ ମୁକ୍ତିଲାଭ କରିବ। କିନ୍ତୁ ମୁଁ ଜାଣେ ଏହି ନଦୀରେ ଅନେକ ସାପ ଅଛନ୍ତ। ମୁଁ ଏହାକୁ କେବଳ ସକାଳେ ଦେଖିଛି। ଏବଂ ମୋତେ କୁହାଯାଇଛି ଯେ, ନଦୀରେ ଏକ କୁମ୍ଭୀର ଅଛି, ଯାହା ଖରାପ ପିଲାମାନଙ୍କୁ ଖାଇଯାଏ ଏବଂ ଯଦି ତୁମେ ଫଟୋକୁ ଶେଷ ପର୍ଯ୍ୟନ୍ତ ସ୍ବାଇପ କର, ଏହା ମଧ୍ୟ ତୁମ ଘରକୁ ଦେଖା କରିବାକୁ ଆସିବ। ଲୋକମାନେ ଏହା କହିଛନ୍ତି, ଠିକ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri