ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫୋପାଡି ଦେଲେ ସ୍ବାମୀ: ପଛରେ କାରଣ ଥିଲା ଏମିତି

ପ୍ରତିଦିନ ରୋଷେଇ କଲାବେଳେ ଖାଦ୍ୟ ଭଲ ବା ଖରାପ ହେବା ଏକ ସାଧାରଣ କଥା। ଏହି କଥାକୁ ନେଇ ଜଣଙ୍କୁ ହତ୍ୟା କରାଯିବା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏମିତି ଏକ ଲୋକଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି ଚିକେନ୍‌ରେ ରାଗ ପକାଇବାକୁ ଭୁଲିଯିବାରୁ ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଟେକି କଚାଡି ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି।
ଏହି ଘଟଣା ପାକିସ୍ତାନର ଲାହୋର ସହରରେ ଅବସ୍ଥିତ ନାନାରିଆନ ଚୌକର ବୋଲି ଜଣାପଡିଛି। ଏଠାରେ ଶାଲିମାର ରୋଡ ନିକଟରେ ରହୁଥିବା ମରିୟମଙ୍କୁ କେବଳ ଏହି କାରଣରୁ ତାଙ୍କ ସ୍ବାମୀ ଛାତରୁ ଫିଙ୍ଗି ଦେଇଥିଲେ। କାରଣ ଚିକେନରେ ଅରୁଚିକର ଲାଗୁଥିଲା,ସେଥିରେ ରାଗ ପଡ଼ି ନ ଥିଲା। ମାର୍ଚ୍ଚ ୯, ୨୦୨୪ରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏହି ଭୟାନକ ଘଟଣା ପରେ ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହା ବ୍ୟତୀତ ଅଧିକାରୀମାନେ ମହିଳାଙ୍କ ଶାଶୁ ଏବଂ ତାଙ୍କ ଯାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସମ୍ଭାଳିବେ ହମାସର ଗୁରୁ ଦାୟିତ୍ୱ? ଲିଷ୍ଟରେ ରହିଛି ଏହି ନେତାଙ୍କ ନାମ

ତେଲ ଅଭିଭ,୧୮।୧୦: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିବା ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଗତକାଲି (ଅକ୍ଟୋବର ୧୭) ହତ୍ୟା...

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି।...

କାଲି ଶେଷ ହେବ ଯୁଦ୍ଧ! ନେତାନ୍ୟାହୁଙ୍କ ବଡ ଘୋଷଣା, ହମାସ ସାମ୍ନାରେ ରଖିଲେ ବଡ଼ ସର୍ତ୍ତ

ତେଲ ଅଭିଭ,୧୮।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ହମାସର ନେତା ୟାହିୟା ସିନୱାରଙ୍କ ହତ୍ୟା ପରେ ସେ ଗାଜାବାସୀଙ୍କୁ ସମ୍ବୋଧିତ...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଭୂଟାନକୁ କବ୍‌ଜା କଲା ଚାଇନା: ବିଶ୍ୱ ପାଇଁ ବଢିଲା ବିପଦ

ବେଜିଂ,୧୮।୧୦: ବିସ୍ତାରବାଦ ନୀତି ପାଇଁ ଚାଇନା ସାରା ବିଶ୍ୱରେ ଜଣାଶୁଣା। ଡ୍ରାଗନର ଅନ୍ୟ ଦେଶର ଜମିକୁ କବଜା କରୁଥିବା ଯୋଗୁ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ...

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri