ଓଡ଼ିଶା: ଆଜିର ଫଟୋ ( ୩୦ ମେ, ୨୦୨୪ )

ପୁରୀରେ ରଥ ଅଖ ନିର୍ମାଣ ପାଇଁ ଲମ୍ବା କାଠକୁ ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ

ଗତକାଲି ପୁରୀ ସ୍ଥିତ ନରେନ୍ଦ୍ର ପୁଷ୍କରଣୀ ପରିସରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ଆହତ ପୁଷ୍କରଣୀରେ ବୁଡିଯାଇଥିବା ସନ୍ଦେହ କରି ବୁଡାଳୀ ମାନେ ଖୋଜୁଛନ୍ତି

 

ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ

ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିବାକୁ କଟକ ସ୍ଥିତ ଏସସିବି ଡାକ୍ତରଖାନା ଯାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

କଟକ ଓଏମପି ଛକ ରାସ୍ତା ପାର୍ଶ୍ଵରେ ଥିବା ଫଳଦୋକାନଗୁଡିକୁ କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଇଛି ଏବଂ ଏହାକୁ ପ୍ରତିବାଦ କରିଛନ୍ତି ବ୍ୟବସାୟୀ

ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଗୁରୁଦେବ’ରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ନୟାପଲ୍ଲୀ ଲକ୍ଷ୍ମୀ ପୂଜା ସମିତି ଭୁବନେଶ୍ୱର ଲକ୍ଷ୍ମୀ ପୂଜା

ଓଡ଼ିଶା: ଆଜିର ଫଟୋ ( ୧୬ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଲକ୍ଷ୍ମୀଙ୍କ ପୂଜା     ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ କଳାକୁଞ୍ଜ ଫେଷ୍ଟିଭାଲ     କଟକର ବିଭିର୍ନ...

ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ...

ଓଡ଼ିଶା: ଆଜିର ଫଟୋ ( ୧୪ ଅକ୍ଟୋବର, ୨୦୨୪ )

କୁଆଖାଇ ନଦୀ ଅସ୍ଥାୟୀ ପୋଖରୀରେ ଭକ୍ତମାନେ ମା ଦୁର୍ଗାଙ୍କୁ ଵିସର୍ଜନ କରିବାପାଇଁ ନେଉଛନ୍ତି ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟକୁ ଵିସର୍ଜନ ପାଇଁ ବାହାରିଥିବା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ (୧୩ ଅକ୍ଟୋବର, ୨୦୨୪)

ପବିତ୍ର ବିଜୟା ଦଶମୀ ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼       ପୁରୀ ଦୁର୍ଗା ବାରି ପରିସରରେ ମହିଳାମାନେ ସିନ୍ଦୁର ବିଦାଇ...

ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪)

  ଦୁର୍ଗାପୂଜା ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାନବମୀ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କୁ ଭିଡ଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରରେ ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରରେ ମା ଦୁର୍ଗାଙ୍କର ସପ୍ତମୀ ପୂଜା ଆଡମ୍ବରରେ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୯ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ଜାଗାରେ ଦୁର୍ଗା ପୂଜା ପେଣ୍ଡାଲ     ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁଆଁର ପୁନେଇଁ’    ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri