ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪)

ପୁରୀ ରଥ ଖଳାରେ ମହାରଣା ସେବକ ମାନେ ରଥର ମୁହାଣ୍ଟକୁ ବିନ୍ଧ କରୁଛନ୍ତି

ପୁରୀ ବ୍ଲକ ଛକ ନିକଟରେ ଥିବା ଦେବୀ ମନ୍ଦିରରେ ସମୂହ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ମହିଳା

ସାବିତ୍ରୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ନୀତି ସମ୍ପନ୍ନ ପାଇଁ ଶ୍ରୀ ମନ୍ଦିରରୁ ବାହାରି ସାଗର ବିଜେ କରୁଛନ୍ତି

ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି କିନ୍ନର

 

ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି ବିହାରୀ ସମ୍ପ୍ରଦାୟ ମହିଳା

ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ଶକ୍ତି ମନ୍ଦିରରେ ପୂଜା କରୁଛନ୍ତି ସାବିତ୍ରୀ ବ୍ରତଧାରୀ ମହିଳା

ଜ୍ଞାନ ମଣ୍ଡଳର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୧୧୩ତମ ଜୟନ୍ତୀ ଅବସରରେ କଟକ ସତୀଚଉରା ସ୍ମସାନ ପରିସରରେ ଥିବା ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଟକ ବକ୍ସିବଜାର ସ୍ଥିତ ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ସଧବା

ବ୍ରହ୍ମପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ସାବିତ୍ରୀ ବ୍ରତ ପୂଜା ସାମଗ୍ରୀ ଧରି କାରାଗାରକୁ ଦେବା ପାଇଁ ଆସିଛନ୍ତି

ଗୋଶାଣିନୁଆଗାଁ ଗୋକୁଳଧାମ,କୋର୍ଟପେଟା ଜଗନ୍ନାଥ ମନ୍ଦିର ଓ ବ୍ରହ୍ମପୁରର ବିଭିନ୍ନ ମନ୍ଦିରରେ ମହିଳାମାନେ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି

ବ୍ରହ୍ମପୁରରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରିବାକୁ ମନ୍ଦିର ଯାଉଛନ୍ତି କିନ୍ନର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ନୟାପଲ୍ଲୀ ଲକ୍ଷ୍ମୀ ପୂଜା ସମିତି ଭୁବନେଶ୍ୱର ଲକ୍ଷ୍ମୀ ପୂଜା

ଓଡ଼ିଶା: ଆଜିର ଫଟୋ ( ୧୬ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଲକ୍ଷ୍ମୀଙ୍କ ପୂଜା     ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ କଳାକୁଞ୍ଜ ଫେଷ୍ଟିଭାଲ     କଟକର ବିଭିର୍ନ...

ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ...

ଓଡ଼ିଶା: ଆଜିର ଫଟୋ ( ୧୪ ଅକ୍ଟୋବର, ୨୦୨୪ )

କୁଆଖାଇ ନଦୀ ଅସ୍ଥାୟୀ ପୋଖରୀରେ ଭକ୍ତମାନେ ମା ଦୁର୍ଗାଙ୍କୁ ଵିସର୍ଜନ କରିବାପାଇଁ ନେଉଛନ୍ତି ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟକୁ ଵିସର୍ଜନ ପାଇଁ ବାହାରିଥିବା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ (୧୩ ଅକ୍ଟୋବର, ୨୦୨୪)

ପବିତ୍ର ବିଜୟା ଦଶମୀ ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼       ପୁରୀ ଦୁର୍ଗା ବାରି ପରିସରରେ ମହିଳାମାନେ ସିନ୍ଦୁର ବିଦାଇ...

ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪)

  ଦୁର୍ଗାପୂଜା ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାନବମୀ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କୁ ଭିଡ଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରରେ ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରରେ ମା ଦୁର୍ଗାଙ୍କର ସପ୍ତମୀ ପୂଜା ଆଡମ୍ବରରେ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୯ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ଜାଗାରେ ଦୁର୍ଗା ପୂଜା ପେଣ୍ଡାଲ     ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁଆଁର ପୁନେଇଁ’    ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri