Posted inଖେଳ

ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…

ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା କୁହାଯାଉଛି।

ଚଳିତ ବର୍ଷ ମାର୍ଚ୍ଚରେ ଆନ୍ଧ୍ର କ୍ରିକେଟ ସଂଘ(ଏସିଏ) ବିହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। କାରଣ ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସଂଘ ତାଙ୍କୁ ବିବାଦୀୟ ଢ଼ଙ୍ଗରେ ଅଧିନାୟକ ପଦରୁ ହଟାଇ ଦେଇଥିଲେ। ଏହାପରେ ସେ ଆନ୍ଧ୍ର ପକ୍ଷରୁ ନ ଖେଳିବାକୁ ଘୋଷଣା କରିଥିଲେ। ଏପରିକି ମଧ୍ୟପ୍ରଦେଶ କ୍ରିକେଟ ସଂଘ(ଏମ୍‌ପିସିଏ) ତାଙ୍କ ସମ୍ପର୍କରେ ଥିଲା।

ଚଳିତ ମାସରେ ଏସିଏ ତାଙ୍କୁ ଅନୁମତି ପ୍ରମାଣ ପତ୍ର ଜାରି କରିଥିଲା। ହେଲେ ସେ ଏବେ ନିଜର ମନ ବଦଳାଇଛନ୍ତି।
ହନୁମା ଟିଡିପି ଅଧିକାରୀଙ୍କ ସହ ସୋମବାର ଭେଟ କରିବା ପରେ ଆନ୍ଧ୍ର ଲାଗି ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଧ୍ର କ୍ରିକେଟ ସଂଘକୁ ଫେରିଲେ ମୋତେ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ତାଙ୍କୁ ମନ୍ତ୍ରୀ ଆଶ୍ୱାସନା ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ...

ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ...

ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର, ବିଶ୍ୱକପରେ ଦେଇଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୧।୭: ଟି -୨୦ ବିଶ୍ୱକପ ୨୦୨୪ରେ, ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି...

ଆଇସିସି ଶ୍ରେଷ୍ଠ ଏକାଦଶରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା: ୬ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ...

ବିଶ୍ୱଚାମ୍ପିୟନ୍‌ ହେବାପରେ ବି ଖୁସିନାହାନ୍ତି ରାହୁଲ ଦ୍ରାବିଡ: ଟିମ୍‌ ଛାଡିବା ପୂର୍ବରୁ କୋହଲିଙ୍କୁ କଲେ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ଏହା ଭାରତ ପାଇଁ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଥିଲା। ଏହାପୂର୍ବରୁ ଭାରତୀୟ ଦଳ...

ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ...

କୋହଲି-ରୋହିତଙ୍କ ପାଇଁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧।୭: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ୍‌ ମ୍ୟାଚ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଭାରତ ଫାଇନାଲ ମ୍ୟାଚକୁ...

ହୋଟେଲରେ ଲାଇନ ଲଗେଇ ପେପର ପ୍ଲେଟରେ ଖାଇବାକୁ ବାଧ୍ୟ ହେଲେ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୧।୭: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ଜିତି ନିଜର ୧୧ ବର୍ଷର ଅପେକ୍ଷାକୁ ଶେଷ କରିଛି। ରୋହିତ ଶର୍ମାଙ୍କ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri