Posted inଖେଳ

ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍‌ କରି କଲେ ଏହି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ଭାରତକୁ ଫେରିବାକୁ ଥିଲା। ହେଲେ ବାର୍ବାଡୋସରେ ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରିନାହାନ୍ତି।

ଏହି ସମୟରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଛନ୍ତି। କୋହଲି ବାର୍ବାଡୋସର ଭୟଙ୍କର ପାଗକୁ ଅନୁଷ୍କାଙ୍କୁ ଭିଡିଓ କଲରେ ଦେଖାଉଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ ଇଣ୍ଡିଆ ଖେଳାଳିଙ୍କୁ ଆଣି ବିସିସିଆଇର ସ୍ବତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ। ଏହି ବିମାନ ଆସନ୍ତାକାଲି ଯଥା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳ ୬ ଟାରେ ଦିଲ୍ଲୀରେ ପହଞ୍ଚିବ। ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ଟିମ ଇଣ୍ଡିଆ ବୁଧବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ କିନ୍ତୁ ଏହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ପେସ୍‌ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ନେଇ ବଡ଼...

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ମାଲେ,୮ା୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳକୁ ମାଳଦ୍ୱୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ୱକପ ବିଜୟକୁ ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗ...

ଅଭିଷେକଙ୍କ ଶତକକୁ ନେଇ ଗୁରୁ ଯୁବରାଜ ସିଂ କହିଲେ ଆଗକୁ ଆହୁରି ଅଛି…

ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ର ଡେବ୍ୟୁ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍‌ରେ ଓପନର୍‌ ଭାବେ...

ଟିମ୍‌କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୮।୭: ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ...

ଶତକ ହାସଲ ପରେ ‘ଗୁରୁ’ଙ୍କୁ ଭିଡିଓ କଲ୍‌ କଲେ ଅଭିଷେକ: ଜାଣନ୍ତୁ ତାଙ୍କ ଗୁରୁ କିଏ

ହରାରେ,୮।୭: ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି। ଶୁଭମାନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୦୦ ରନରେ ଜିତିଥିଲା। ଏହିପରି ୫...

ନିଜ ବ୍ୟାଟ୍‌ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ

ନୂଆଦିଲ୍ଲୀ,୮।୭:ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ...

ରେକର୍ଡ ବୁକ ହଲାଇ ଦେଲେ ଅଭିଷେକ

ହରାରେ,୭।୭: ଭାରତୀୟ ଦଳର ଯୁବ ଓପନର୍‌ ଅଭିଷେକ ଶର୍ମା ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରି ରେକର୍ଡ ବୁକକୁ ହଲାଇ...

ପରାଜୟର ପ୍ରତିଶୋଧ ନେଲା ଭାରତ

ହରାରେ,୭।୭: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ଦ୍ୱିତୀୟ ଟି-୨୦ରେ ଜିମ୍ବାଓ୍ବେକୁ ୧୦୦ ରନ୍‌ରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି ଟିମ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri