Categories: ଖେଳ

୨୮ ଜଣିଆ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୪ା୫(ସ୍ପୋଟର୍‌ସ ବ୍ୟୁରୋ): ଜାତୀୟ ସବ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ପାଇଁ ବୁଧବାର ୨୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅମୀଷା କୁଲ୍ଲୁଙ୍କୁ ଏହି ଦଳର ଅଧିନାୟିକା ରଖାଯାଇଥିବା ବେଳେ ତନୁଜା ଟପ୍ପୋ ଉପ ଅଧିନାୟିକା ରହିଛନ୍ତି। ଖେଲୋ ଇଣ୍ଡିଆ ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସୁସ୍ମିତା ଡୁଙ୍ଗଡୁଙ୍‌, କରୁଣା ମିଞ୍ଜ ଓ ପୂଜା ମାଝୀଙ୍କୁ ଏହି ଦଳରେ ସାମିଲ କରାଯାଇଛି।
ଓଡ଼ିଶା ଦଳ: ଗୋଲକିପର: ଅମୀଷା କୁଲୁ (ଅଧିନାୟିକା) ଏବଂ ପବିତ୍ରା ହୋଦମ।
ଡିପ୍‌ ଡିଫେଣ୍ଡର: ସୁସ୍ମିତା ଡୁଙ୍ଗଡୁଙ୍ଗ, ନେହାରିକା ଟପ୍ପୋ ଏବଂ ସୋନାଲି ଏକ୍କା।
ଫ୍ଲାଙ୍କ ଡିଫେଣ୍ଡର: ସନାଦମ ବେବିରାଣୀ ଦେବୀ, ନିଶା ଦାଦେଲ ଏବଂ ପୂଜା ମାଝି।
ଡିଫେନ୍ସିଭ୍‌ ମିଡଫିଲ୍ଡର: ଦ୍ରୌପଦୀ ନାୟକ, ପ୍ରେମଶୀଲା ବେଗ ଏବଂ ଅମଷା ଏକ୍କା।
ଆଟାକିଂ ମିଡଫିଲ୍ଡର: ଜାହ୍ନବୀ ବାଡା ଏବଂ ତନୁଜା ଟପ୍ପୋ (ଉପ-ଅଧିନାୟିକା)।
ଲେଫ୍ଟ ଷ୍ଟ୍ରାଇକର: ଦୀପିକା ବରୱା।
ସେଣ୍ଟର ଷ୍ଟ୍ରାଇକର: କରୁଣା ମିଞ୍ଜ ଏବଂ ଜ୍ୟୋତି ଖାଖା।
ରାଇଟ୍‌ ଷ୍ଟ୍ରାଇକର: ବିନତି ମିଞ୍ଜ ଏବଂ ଡଲି ଭୋଇ।

Share