Categories: Video

ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ

ବାହୁଡା ଯାତ୍ରା ପାଇଁ ପୁରୀରେ ପୁଣି ଜାରି ହେବ କର୍ଫ୍ୟୁ। ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ଏହି କଟକଣା ଲାଗୁ କରାଯିବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।