Posted inଫୁରସତ

କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା

ଘରେ ପେଟ୍‌ ଅନେକେ ରଖନ୍ତି। ପେଟ୍‌ ଭିତରେ କୁକୁର ପ୍ରାୟ ସମସ୍ତଙ୍କର ପ୍ରିୟ। ଘରର ଜଗୁଆଳି ସହ ପରିବାର ସଦସ୍ୟଙ୍କ ଭଲ ବନ୍ଧୁଟିଏ ହୋଇଥାଏ କୁକୁର। ଅନେକ ସମୟରେ ତ ସେ ପାଲଟିଯାଏ ଘରର ସଦସ୍ୟ। ଆଉ ତା’ର ମାଲିକ ତା’ ପଛରେ ଖର୍ଚ୍ଚ କରନ୍ତି ଅନେକ ଟଙ୍କା। ୟୁ.କେ.ର ଓ୍ବେଲ୍ସରେ ରହୁଥିବା ଏଲିସା ଥୋର୍ନ ଓ ତାଙ୍କ ପପି ଫାବିଓଙ୍କ ସମ୍ପର୍କ ବି ଠିକ୍‌ ସେମିତି। ଏଲିସା, ଚାଇନିଜ୍‌ କ୍ରେଷ୍ଟେଡ ପ୍ରଜାତିର କୁକୁର ଫାବିଓକୁ ନିଜ ସନ୍ତାନ ଭଳି ଦେଖନ୍ତି। ତାକୁ ଖୁବ୍‌ ଭଲ ପାଆନ୍ତି। ଆଉ ତା’ ପାଇଁ ଖର୍ଚ୍ଚ କରନ୍ତି ଲକ୍ଷ ଲକ୍ଷ ଟଙ୍କା। ଦାମୀ ପୋଷାକ, ଗହଣା ସାଙ୍ଗକୁ ତା’ ପାଇଁ ଏକ ବେବି ଅଡି କାର୍‌ ବି ସେ କିଣିଛନ୍ତି; ଯେଉଁ କାର୍‌ରେ ଫାବିଓ ବୁଲିଥାଏ। ବେକରେ ସେ ହୀରାର ପଟା ପିନ୍ଧିଥାଏ। ନିକଟରେ କ୍ରିସ୍‌ମସ୍‌ ସେଲିବ୍ରେଶନ୍‌ ବେଳେ ତ ଏଲିସା ଫାବିଓକୁ ୭ ଲକ୍ଷ ଟଙ୍କାର ଉପହାର ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବି କରନ୍ତୁନି ଏପରି ଭୁଲ୍‌, କୋପ କରିବେ ମହାଲକ୍ଷ୍ମୀ, ଦେଖାଯିବ ଧନର ଅଭାବ

ଧାର୍ମିକ ଗ୍ରନ୍ଥଗୁଡ଼ିକରେ, ମା’ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ। ଯେଉଁ ଘରେ ତାଙ୍କର ଆଶୀର୍ବାଦ ରହିଥାଏ, ସେହି ଘରେ ଧନ...

Womens Day 2025: ଦିନେ ପୁରୁଷଙ୍କ ଦ୍ୱାରା ଆଦୃତ ହେଉଥିଲା ଗୋଲାପୀ ରଙ୍ଗ, ମହିଳା କେମିତି କଲେ ପସନ୍ଦ

ପୋଷାକ ହେଉ କିମ୍ବା ଖେଳଣା କିମ୍ବା ଅନ୍ୟ କୌଣସି ଜିନିଷ, ଯଦି ତାହା ଗୋଲାପୀ ରଙ୍ଗର ହୁଏ ତେବେ ଏହା ମହିଳାଙ୍କର ବୋଲି କୁହାଯାଏ। ଗୋଲାପୀ...

ହାର୍‌ ମାନିଛି ବୟସ: ୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି କଲେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଟୋକିଓ: ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ...

ମହିଳା ଦିବସରେ ASIର ବଡ଼ ଉପହାର: ତାଜମହଲ ସମେତ ଅନ୍ୟାନ୍ୟ ସ୍ମାରକୀରେ ମହିଳାମାନଙ୍କ ପାଇଁ ଫ୍ରି ଏଣ୍ଟ୍ରି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଉପହାର ଦେଇଛି। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା...

ଆଜି ଅନ୍ତର୍ଜାତୀୟ ମହିଳା:ନିଜ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହିସବୁ ମହିଳା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଜସ୍ବ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଆଉ...

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ...

ବିଶ୍ୱରେ କେବଳ ଏହି ଗୋଟିଏ ଦେଶରେ ମହିଳା ଚଲାନ୍ତି ହୁକୁମ, ପୁରୁଷ କରନ୍ତି ଗୁଲାମୀ

ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ଆଗାମୀ କିଛି ବର୍ଷ ମଧ୍ୟରେ ସଂସଦରୁ ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରତିନିଧିତ୍ୱ...

Royal Enfield Bullet 350 ନା Hunter 350? କିଏ ଦିଏ ଅଧିକ ମାଇଲେଜ୍‌

ରୟାଲ ଏନ୍‌ଫିଲ୍ଡ ବାଇକଗୁଡ଼ିକ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବହୁତ ଲୋକପ୍ରିୟ। କମ୍ପାନୀର ବୁଲେଟ୍‌ ୩୫୦ ଏବଂ ହଣ୍ଟର ୩୫୦ ପ୍ରତି ଯୁବପିଢ଼ିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image