ପୁଟିନଙ୍କ ବାସଭବନ ନିକଟରେ ଲାଗିଲା ନିଆଁ

ମସ୍କୋ,୧୧ା୮: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘର ନିକଟ ଗୋଦାମ ଘରେ ନିଆଁ ଲାଗିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀ ମସ୍କୋରେ ପୁଟିନଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଛି। ରୁଷିଆର ଜରୁରୀକାଳିନ ସେବା ପକ୍ଷରୁ ପ୍ରକାଶ ଯେ, ମସ୍କୋ ପଶ୍ଚିମରେ ଥିବା ଓଡିଣ୍ଟସୋଭୋରେ ଭ୍ଲାଡିମିର ପୁଟିନଙ୍କ ସରକାରୀ ବାସଭବନ ଏବଂ ଭୁକୋଁଭୋ ବିମାନବନ୍ଦର ଗୋଦାମ ଘରେ ନିଆଁ ଲାଗିଛି।

Share