ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍ରୁ ମିର୍ଜାଙ୍କର ସାପ ଧରିବାର କଳା କୌଶଳ ଦେଖିବା ପରେ ସୁଦୂର ଆମେରିକାରୁ ସ୍ବାମୀ ପୁଲ୍ ଏବଂ ତାଙ୍କ ସ୍ତ୍ରୀ ସାରା ଭଦ୍ରକରେ ପହଞ୍ଚିଥିଲେ। ଏକ ହୋଟେଲରେ ମିର୍ଜାଙ୍କ ସହ ସାକ୍ଷାତ କରି ତାଙ୍କୁ ବଧାଇ ଜଣାଇଥିଲେ। ତାଙ୍କୁ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିଥିଲେ।
Posted inଆମ ଜିଲା ଖବର, ଭଦ୍ରକ