ଜୀବନ ବରବାଦ କରିଦିଅନ୍ତି ଏହି ଝିଅ

ନାରୀ ଘର ଭାଙ୍ଗିଥାଏ ଏବଂ ଗଢ଼ିଥାଏ ମଧ୍ୟ। ତେବେ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଜଣେ ମହିଳା ବା ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଏହି ନାମଧାରୀ ଝିଅମାନେ ସବୁଠାରୁ ବେଶି ରାଗି ହୋଇଥାନ୍ତି। ରାଗ ଯୋଗୁ ସେମାନେ ନିଜ ଜୀବନ ବରବାଦ କରିଦିଅନ୍ତି। ଜାଣିବା ସେହି ଝିଅଙ୍କ ବିଷୟରେ…
ବି ନାମଧାରୀ ଝିଅ: ଯେଉଁ ଝିଅଙ୍କ ନାମ ‘ବି’ ଅକ୍ଷରରୁ ଆରମ୍ଭ ହୋଇଥାଏ। ସେମାନେ ବହୁତ ରାଗି ହୋଇଥାନ୍ତି। ଏମାନେ ଜଣଙ୍କ ରାଗ ଅନ୍ୟ ଉପରେ ସୁଝାଇଥାନ୍ତି।
ଏଚ୍‌ ନାମଧାରୀ ଝିଅ : ‘ଏଚ୍‌’ ନାମଧାରୀ ଝିଅଙ୍କ ରାଗ ସବୁଠାରୁ ଖରାପ। ଏମାନେ ରାଗିଲେ କାହାର କଥା ଶୁଣି ନ ଥାନ୍ତି। କିନ୍ତୁ ଏହି ଝିଅମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।
ପି ନାମଧାରୀ ଝିଅ: ଏହି ଝିଅମାନେ କଥା କଥାରେ ରାଗିଯାଆନ୍ତି। ମାତ୍ର ଏମାନେ ଚାହିଁଲେ ନିଜ ରାଗକୁ ନିୟନ୍ତ୍ରଣ କରିପାରନ୍ତି। ଏମାନେ ଅବୁଝାମଣା ପ୍ରକୃତିର ହୋଇଥାନ୍ତି। ମାତ୍ର ହୃଦୟରୁ ଏମାନେ ବହୁତ ଭଲ ଏବଂ ଆଖି ବନ୍ଦକରି ସମସ୍ତଙ୍କ ଉପରେ ବିଶ୍ୱାସ କରିଥାନ୍ତି।