ଡ୍ରେନ୍‌ରେ ଭାସିଯାଇଥିବା ନାବାଳକ ହେଲେ ଉଦ୍ଧାର

ଭୁବନେଶ୍ୱର,୧୮।୬: ଡ୍ରେନ୍‌ରେ ଭାସିଯାଇଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ନାବାଳକକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟୁନିଟ-୩ ମସଜିଦ କଲୋନୀ ପାଖ ଡ୍ରେନ୍‌ରେ ନାବାଳକ ଜଣଙ୍କ ଭାସି ଯାଇଥିଲେ।

Share