ଚିମୁଟାଏ ହଳଦୀ ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ଘର ପୋଛା ବେଳେ କରନ୍ତୁ ଏପରି

ମନୁଷ୍ୟ ବାସ୍ତୁ ସହିତ କୌଣସି ପ୍ରକାରେ ଜଡ଼ିତ। ଭସ୍ତୁଙ୍କର ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ଜାଣନ୍ତୁ ଏହି ପ୍ରତିକାର ବିଷୟରେ …
ଘରର ଉତ୍ତର-ପୂର୍ବ ଦିଗରେ ୭ ସଂଖ୍ୟାର ଧଳା କିମ୍ବା ହଳଦିଆ ସ୍ଫଟିକ ରଖନ୍ତୁ। ଏହା ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିବ ଏବଂ ଧନ ଲାଭ ହେବ ।
ବୃହସ୍ପତିଙ୍କ ଶୁଭ ପ୍ରଭାବ ଆଣିବାକୁ ଚାହୁଁଥିଲେ ଘର ପୋଛିବା ସମୟରେ ଚିମୁଟାଏ ହଳଦୀ ପକାନ୍ତୁ। ଏହା ବୃହସ୍ପତିଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ଆପଣଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେବ।