ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ

ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ସୂଚନା ମୁତାବକ ଏହି ଗ୍ରାମର ନାଲୁ ଜେନା ୟଙ୍କ ପୁଅ ମନୋଜ ଜେନା (୨୨) ବର୍ଷ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ।

କମ୍ପାନୀ କାର୍ଯ୍ୟ କରି ଅବସର ସମୟରେ ମୋବାଇଲରେ ଗେମ ଖେଳିଥାନ୍ତି। ଗେମ ଖେଳି ବାରମ୍ବାର କ୍ଷତି ସହିବାରୁ ନିଜସ୍ବ ଅର୍ଥ ସରିବା ପରେ ସାଙ୍ଗ ସାଥିଙ୍କଠାରୁ ଧାର କରଜ କରିଥିଲେ। ଧାର କରଜର ପରିମାଣ ବଢି ଯିବାରୁ ସୁଝି ନ ପାରିବାର ଆଶଙ୍କା କରି ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଆଜି ତାଙ୍କ ମରଶରୀର ନିଜ ଗାଁରେ ପହଞ୍ଚିବାପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡ ସହ ମା’ ଫେରାର: କାନ୍ଦି କାନ୍ଦି ଝିଅ ଆଖିରୁ ଶୁଖୁନି ଲୁହ

ଆଲିଗଡ,୧୦।୪:ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ...

ପାକିସ୍ତାନ ଗସ୍ତରେ ବାହାରିଲେ ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁ

ଚଣ୍ଡିଗଡ଼,୧୦।୪: ବୈଶାଖୀର ପବିତ୍ର ଅବସରରେ ଭାରତରୁ ବହୁ ସଂଖ୍ୟକ ଶିଖ ଶ୍ରଦ୍ଧାଳୁ ପାକିସ୍ତାନର ଗୁରୁଦ୍ୱାରଗୁଡ଼ିକୁ ଦର୍ଶନ କରିବା ପାଇଁ ଯାଇଛନ୍ତି। SGPCର ଏକ ଶିଖ ଶ୍ରଦ୍ଧାଳୁ...

ଶିଶୁ ଜନ୍ମ ପରେ ପରେ କରିନିଅନ୍ତୁ ଏସବୁ ଜରୁରୀ ଟେଷ୍ଟ, ରହିବ ନାହିଁ ଆଉ କୌଣସି ଅସୁବିଧା

ନୂଆଦିଲ୍ଲୀ: ଶିଶୁ ଜନ୍ମ ହେବା ମାତ୍ରେ, ଭବିଷ୍ୟତରେ ତାକୁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ କିଛି ପରୀକ୍ଷା କରାଇବା ଆବଶ୍ୟକ। ପିଲାର ଏହି...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଦେଲେ ଯୋଗ

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ...

ଦାନ୍ତ ବିପଜ୍ଜନକ ଅସ୍ତ୍ର ନୁହେଁ…ରୋଚକ ରାୟ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୦।୪: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ଦ୍ୱାରା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦାୟର କରାଯାଇଥିବା FIRକୁ ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କୁ କହିଛନ୍ତି,...

ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ପନିର, ଗୋଟିଏ କିଲୋର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତରେ ସାଧାରଣତଃ ପନିର ପ୍ରତି କିଲୋଗ୍ରାମ ୩୦୦-୪୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଏ। କିନ୍ତୁ ଏମିତି କିଛି ପନିର ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା। ଏହା...

ସରକାରୀ ଚାକିରି ଛାଡି ୪କୋଟି ଟଙ୍କା ବାଛିଲେ ଭିନେଶ, ସରକାର ଦେଇଥିଲେ ବିକଳ୍ପ

ଚଣ୍ଡିଗଡ଼,୧୦।୪: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମୟରେ ଚର୍ଚ୍ଚାକୁ ଆସିଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅଲିମ୍ପିକ୍ସରୁ ଅଯୋଗ୍ୟତା ବିବାଦ...

ଭୁଲ୍‌ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image