କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍‌ ଯାଇଥିଲେ ଏହି ଦଳର ବିଧାୟକ

ହାଥରସ୍‌, ୭।୧୦: ବହୁଚର୍ଚ୍ଚିତ ହାଥରସ୍‌ କେସ୍‌ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ କୁମାର ସାମିଲ ଥିଲେ। ତେବେ କରୋନା ଆକ୍ରାନ୍ତ ସତ୍ତ୍ୱେ କୁଲଦୀପ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବାରୁ ତାଙ୍କ ନାମରେ ଏବେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି, ମହାମାରୀ ଆକ୍ଟ ନିୟମ ଅନୁଯାୟୀ, ଆପ୍‌ ବିଧାୟକ କୁଲଦୀପଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପ୍ଟେମ୍ବର ୨୯ରେ କରୋନା ଆକ୍ରାନ୍ତ ହୋଇଥିବା କୁଲଦୀପ୍‌ ଘୋଷଣା କରିଥିଲେ। ଏହାସତ୍ତ୍ୱେ ଆଇସୋଲେଶନ ନିୟମ ଭଙ୍ଗ କରି ସେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ହାଥରସ୍‌ ଯାଇଥିଲେ। ଏହି ଗସ୍ତର କିଛି ଭିଡିଓ କୁଲଦୀପ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅନେକ ଲୋକ ତାଙ୍କ ସହିତ ମିଶିଛନ୍ତି। କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗି ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

USAID Funding: ସ୍ପଷ୍ଟୀକରଣ ଦେଲେ ଭାରତ ସରକାର, କଂଗ୍ରେସର ଅସ୍ଥିରୀକରଣ ଏଜେଣ୍ଡା ଜାରି

ନୂଆଦିଲ୍ଲୀ,୬ା୩: ଭାରତ USAID ପାଣ୍ଠି ଉପରେ ସ୍ପଷ୍ଟୀକରଣ ରଖିବା ପରେ ମଧ୍ୟ କଂଗ୍ରେସ ଏହାର ‘ଅସ୍ଥିରୀକରଣ ଏଜେଣ୍ଡା’ ଜାରି ରଖିଛି। USAID ପାଣ୍ଠି ଭାରତରେ ଭୋଟରଙ୍କ...

ବଡ଼ ପାପ କରିଛନ୍ତି ମହମ୍ମଦ ଶାମି: ଆହ୍ଲାଙ୍କ ନିକଟରେ ଜବାବ ଦେବାକୁ ପଡିବ

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ସମୟରେ ଶାମି ଖେଳୁଥିବା ସମୟରେ...

IIT Babaଙ୍କ ପର୍ଦ୍ଦାଫାଶ କରିଦେଲେ Premanand Maharaj, କହିଲେ ଟଙ୍କା ଛାପିବା ପାଇଁ…ଚହଳ ପକେଇଲାଣି ଭିଡିଓ

ନୂଆଦିଲ୍ଲୀ,୬।୩: ମହାକୁମ୍ଭ ଶେଷ ହେବା ପରେ ମଧ୍ୟ, IIT ବାବା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ନ୍ୟୁଜ ଚ୍ୟାନେଲରେ ଏକ ବିତର୍କ କାର୍ଯ୍ୟକ୍ରମ ସମୟରେ ଆଇଆଇଟିଏନ...

ମହିଳା ମଙ୍ଗଳସୂତ୍ର ପିନ୍ଧିବାକୁ ନେଇ କୋର୍ଟ କହିଦେଲେ ବଡ଼କଥା, ‘ତୁମେ ଯଦି ସିନ୍ଦୂର ପିନ୍ଧିବନି ତେବେ ସ୍ବାମୀ କାହିଁକି…

ପୁଣେ,୬।୩: ଏକ ଛାଡପତ୍ର ମାମଲାର ଶୁଣାଣିବେଳେ କୋର୍ଟ କହିଛନ୍ତି ବଡ଼ କଥା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ମହାରାଷ୍ଟ୍ରର ପୁଣେ ଜିଲା...

ଭୁବନେଶ୍ୱରରେ ଗର୍ଜିଲେ ଚନ୍ଦ୍ରଶେଖର ଆଜାଦ, ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୬।୩: ଆଜାଦ ସମାଜ ପାର୍ଟିର ସଭାପତି ଏବଂ ନାଗିନାର ଲୋକ ସଭା ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆକ୍ରମଣ ହୋଇଛି। ଏହି ଘଟଣା...

ଗାୟିକା ଶିବଶ୍ରୀ ସ୍କନ୍ଦପ୍ରସାଦ କିଏ? ଯାହାଙ୍କୁ ବିବାହ କଲେ ଭାଜପା ଏମପି ତେଜସ୍ୱୀ ସୂରିୟା

ବେଙ୍ଗାଲୁରୁ,୬।୩: ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ତେଜସ୍ୱୀ ସୂରିୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ...

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି…

ନୂଆଦିଲ୍ଲୀ,୬।୩: IIT BABA (ଅଭୟ ସିଂହ) ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଆଇଆଇଟି ବାବାଙ୍କୁ ଜୟପୁର ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଖୁବ...

ଆସିଲା ଖୁସି ଖବର, ଏତେ କମିଯିବ ପେଟ୍ରୋଲ ଦର!

ନୂଆଦିଲ୍ଲୀ,୬।୩: ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image