ପ୍ରଥମଥର ଭିନ୍ନ ହେୟାର ଷ୍ଟାଇଲରେ ନଜର ଆସିଲେ ଆରାଧ୍ୟା

ମୁମ୍ବାଇ: ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଜଣେ ଆଗ ଧାଡିର ଷ୍ଟାର କିଡ। ସର୍ବସାଧାରଣ ଇଭେଣ୍ଟ ଏବଂ ବିମାନବନ୍ଦରରେ ଆରାଧ୍ୟା ତାଙ୍କ ମା ଐଶ୍ୱର୍ଯ୍ୟାଙ୍କ ସହିତ ପ୍ରାୟତଃ ନଜର ଆସିଥାଆନ୍ତି। ହେଲେ ଆରାଧ୍ୟା ସବୁବେଳେ ଗୋଟିଏ ଲୁକ୍‌ରେ ନଜର ଆସୁଥିବାରୁ ଐଶ୍ୱର୍ଯ୍ୟା ଟ୍ରୋଲ ହୋଇଥିଲେ, କିନ୍ତୁ ଗତ ସାରେ ଆରାଧ୍ୟା ତାଙ୍କ ସ୍କୁଲ କାର୍ଯ୍ୟରେ ପ୍ରଥମଥର ପାଇଁ ଭିନ୍ନ ହେୟାର ଷ୍ଟାଇଷଳ ନଜର ଆସିଥିଲେ।
ଏହି ସମୟରେ, ଆରାଧ୍ୟା ଭିନ୍ନ ହେୟାର ଷ୍ଟାଇଲ ସହିତ ଫୁଲ ମେକ ଅପ ନେଇ ମଞ୍ଚରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆରାଧ୍ୟାଙ୍କ ବିଦ୍ୟାଳୟର ପ୍ରଦର୍ଶନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଷ୍ଟାର କିଡଙ୍କ ଆତ୍ମବିଶ୍ୱାସ ଏବଂ ଷ୍ଟାଇଲକୁ ନେଟିଜେନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

OTTରେ ରିଲିଜ ହେଲା କଙ୍ଗନାଙ୍କ ଫିଲ୍ମ‘ଏମରଜେନ୍ସି’, ଜାଣନ୍ତୁ କେଉଁଠି ଦେଖିପାରିବେ

ମୁମ୍ବାଇ: ବହୁ ବିବାଦ ପରେ ଚଳିତ ବର୍ଷ ଜାନୁଆରୀରେ କଙ୍ଗନାଙ୍କ ‘ଏମରଜେନ୍ସି’ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ମଧ୍ୟ ବହୁତ ପସନ୍ଦ ଆସିଥିଲା।...

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ...

ରବୀନ୍ଦ୍ର ମଣ୍ଡପରେ ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ, ହେମା କହିଲେ…

ଭୁବନେଶ୍ୱର,୧୫।୩:(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ...

ଆମିର ଖାନଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ କିଏ? ଯାହାଙ୍କୁ ବାହାହେବାକୁ କଲେ ଖୁଲାସା

ମୁମ୍ବାଇ: ଗୌରୀ ସ୍ପ୍ରେଟ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ମହିଳା ଯାହାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି ଏବଂ ଆମିର...

ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”

ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର...

ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ

ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା...

ମିଳିଲାନି ନୋମିନେଶନ, IIFA ଉପରେ ବର୍ଷିଲେ ସୋନୁ ନିଗମ

ମୁମ୍ବାଇ: ଇଣ୍ଟରନ୍ୟାଶ୍‌ନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ (ଆଇଆଇଏଫ୍‌ଏ) ୨୦୨୫ ଆଓ୍ବାଡର୍‌ସ ସମାରୋହ ଗତ ୮ ଏବଂ ୯ ତାରିଖରେ ଜୟପୁରରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image