ଦାୟିତ୍ୱ ପରେ ଆକ୍ସନ ମୋଡରେ ନୂଆ ଏସ୍‌ପି, କହିଲେ ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା

ବଲାଙ୍ଗୀର ,୪।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂଆ ଏସ୍‌ପିି ଭାବେ ଅଭିଲାଷ ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି ଋଷିକେଶ ଖିଲାରୀଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ ଏସ୍‌ପିି ଅଭିଳାଷ କହିଛନ୍ତି ଯେ, ବଲାଙ୍ଗୀର ଏକ ଐତିହାସିକ ଏବଂ ପ୍ରମୁଖ ଜିଲା। ଜିଲାରେ ଆଇଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ ମହିଳା ସୁରକ୍ଷା, ବିଶେଷ କରି ମହିଳାଙ୍କ ସମ୍ପର୍କିତ ଅପରାଧ ଏବଂ ସାଇବର ଅପରାଧ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ମାଓବାଦୀ ମୁକାବିଲା ନେଇ କଡା ଆଭମୁଖ୍ୟ ଗ୍ରହଣ କରାଯିବ । ନୂଆ ଏସ୍‌ପି ଅଭିଳାଷ ଜୀଙ୍କ ଯୋଗଦାନ କରିବା ପରେ ବଲାଙ୍ଗୀର ପୋଲିସ ବିଭାଗର ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର,୨୨।୪: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ...

ଜେଲ ଯିବେ ରାହୁଲ-ସୋନିଆ? ନ୍ୟାଶନାଲ ହେରାଲଡ ମାମଲାରେ କେମିତି ଫସିଛନ୍ତି Gandhi Family ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୪: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର ଅଭିଯୋଗର ପ୍ରତିବାଦ କରିବା ପାଇଁ ଆୟୋଜିତ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ...

ଅଂଶୁଘାତ ଭୟ: ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।...

କିଏ ସେ ୫ ନେତା ଯିଏକି ବିଜେଡିକୁ ବୁଡାଇଦେବେ? ଅମରେଶଙ୍କ ବୟାନକୁ ନେଇ ରାଜନୀତିରେ ହଲଚଲ

ଭୁବନେଶ୍ୱର.୨୨।୪: ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪...

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

ଗାଇଡ଼ଲାଇନ ଖୋଲାଖୋଲି ଉଲ୍ଲଂଘନ ପ୍ରସଙ୍ଗ:ଖୁବଶୀଘ୍ର ଗଠନ ହେବ ନୂତନ ପରିଚାଳନା କମିଟି

ଗଞ୍ଜାମ,୨୨/୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା ହେଉଛି। ଅବ୍ୟବସ୍ଥାରେ ସ୍କୁଲ ବାର୍ଷିକ ଉତ୍ସବ ନେଇ ଖବର...

Delta ବିମାନରେ ଲାଗିଲା ନିଆଁ, ଏମରଜେନ୍ସି ସ୍ଲାଇଡସ୍‌ରେ ବାହାରିଲେ ଯାତ୍ରୀ

ଫ୍ଲୋରିଡା,୨୨।୪: ଆମେରିକାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ Delta ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି। ତଥାପି, ଅଗ୍ନିକାଣ୍ଡ ସମ୍ପର୍କରେ ସମୟୋଚିତ ସୂଚନା ପାଇବା ପରେ, ବିମାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image