ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ ଯୋଡ଼ାଯାଉଛି। ଏସବୁ ଭିତରେ ନିକଟରେ ଅଭିଷେକଙ୍କୁ ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ଗଣମାଧ୍ୟମ ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବହୁତ ଅପ୍‌ସେଟ୍‌ ଜଣାପଡୁଥିଲେ। ସେ ବାସ୍‌ ସେତିକି ଥାଉ ବୋଲି ହାତ ଯୋଡ଼ି କହିଥିଲେ।

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତଭେଦ ହେବାର କାରଣ ନିମ୍ରତ ବୋଲି ଆଲୋଚନା ଚାଲିଛି। ଏହି କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଗୋଟିଏ ଘରେ ଏକାଠି ରହୁ ନାହାନ୍ତି ଏବଂ ଏକାଠି କୌଣସି ଇଭେଣ୍ଟରେ ଯୋଗ ଦେଉନାହାନ୍ତି। କିନ୍ତୁ ଏଭଳି ଚର୍ଚ୍ଚାକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି।

ଅଭିଷେକ ବଚ୍ଚନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ‘ହାଉସଫୁଲ୍‌ ୫’। ନିକଟରେ ସେ ଲଣ୍ଡନରେ ଫିଲ୍ମର ଶୁଟିଂ କରିଥିଲେ। ଏଥିରେ ଅକ୍ଷୟ କୁମାର, ଅନିଲ କପୁର, ନାନା ପାଟେକର, ରିତେଶ ଦେଶମୁଖ ଏବଂ ଚଙ୍କି ପାଣ୍ଡେଙ୍କ ଭଳି ଷ୍ଟାରମାନେ ତାଙ୍କ ସହ ନଜର ଆସିବେ। ‘ହାଉସଫୁଲ ୫’ ଜୁନ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଡିସେମ୍ବର ୨୦ରେ ‘ବନବାସ’

ମୁମ୍ବାଇ: ‘ଗଦର: ଏକ୍‌ ପ୍ରେମ କଥା’, ‘ଅପ୍‌ନେ’, ‘ଗଦର ୨’ ଆଦି ହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମା ସୋମବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର...

ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି...

ଶେଷରେ କ୍ଷମା ମାଗିଲେ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍‌ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍‌ବଶତଃ ଉକ୍ତ ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍‌ସିପି...

କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳସୁତ୍ର ପିନ୍ଧିଲେ ସୋନାକ୍ଷୀ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାରା ଦେଶରେ ଧୂମଧାମରେ କରଓ୍ବାଚୌଥ ପାଳନ କରାଯାଇଛି। ବଲିଉଡରେ ମଧ୍ୟ ବିବାହିତ ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ଉପବାସ କରିଥିଲେ। ବିବାହ ପରେ ଅନେକ ବଲିଉଡ...

ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ସହ କ୍ଷମା ମାଗିବାଗୁ ଚାହୁଁଛନ୍ତି ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି

ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି।...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri