ବଳାତ୍କାରୀ ଘନିଆ ଗିରଫ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଛି। ଏପରି ଛାତିଥରା ଘଟଣାର ଅଭିଯୁକ୍ତ ଘନିଆଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଘଟଣା ପରେ ଘଟଣାସ୍ଥଳରୁ ଫେରାର ଘନିଆ ଫେରାର୍‌ ହୋଇଯାଇଥିଲେ। ଗିରଫ ପରେ ପୋଲିସ ତାଙ୍କୁ ପଚରାଉଚରା କରୁଛି।

Share