କୋରେଇରୁ ଅଭିନେତା ଆକାଶ ଦାସ ନାୟକ ଆଗୁଆ

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୬୫ ଆସନରେ ଆଗୁଆଥିବାବେଳେ ବିଜେଡି ୪୫ ରେ ରହିଛି। ସେହିପରି କଂଗ୍ରେସ ୯ଟି ଆସନରେ ଆଗୁଆ ଅଛି। କରୋଇରୁ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକ ଆଗୁଆ ଅଛନ୍ତି।

Share