ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଏହି ଅଭିନେତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଭଙ୍ଗ କରି ଜରିମାନା ଦେଇଛନ୍ତି। ସେ ଏକ କାରରେ ଯିବା ସମୟରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟି ଥିଲା। ନିଜ ଭୁଲକୁ ସ୍ବୀକାର କରି ଅଭିନେତା ୭୧୫ ଟଙ୍କା ଜରିମାନା ଦେଇଛନ୍ତି ।
କେବଳ ଅଲୁ ଅର୍ଜୁନ ଏବଂ ନାଗା ନୁହଁନ୍ତି, ତେଲୁଗୁ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସ, କଲ୍ୟାଣ ରାମ, ଜୁନିୟର୍‌ ଏନଟିଆର୍‌, ଏବଂ ମଞ୍ଚୁ ମନୋଜ ବି ପୂର୍ବରୁ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଇ ସାରିଛନ୍ତି।

Share