ଧରିତ୍ରୀ କାର୍ଯ୍ୟାଳୟରେ ଅଭିନେତା ସୋନୁ ସୁଦ୍‌

ଭୁବନେଶ୍ବର,୨୩।୧୧: ଅଭିନେତା ତଥା କରୋନା ସମୟରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ଧରିତ୍ରୀ ୟୁଥ କନକ୍ଲେଭରେ ଯୋଗ ଦେବା ପାଇଁ ଗୁରୁବାର ଭୁବନେଶରସ୍ଥିତ ଧରିତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ଧରିତ୍ରୀ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ତାଙ୍କୁ ସ୍ବାଗତ କରିଥିଲେ।

Share