ବନ୍ୟାକୁ ନେଇ ଏମିତି କହିଲେ ଅତିରିକ୍ତ ଏସ୍‌ଆରସି

ଭୁବନେଶ୍ୱର,୨୮।୭:ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଅତିରିକ୍ତ ଏସ୍‌ଆରସି କହିଛନ୍ତି। ୩୦ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ ପ୍ରବେଶ କରିବ। ଏ ନେଇ ବିଭିନ୍ନ ଜିଲାକୁ ଏସଆର୍‌ସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକକୁ ସତର୍କ କରାଇ ଦିଆଯାଇଛି।

Share